ଜାମ୍ମୁ କାଶ୍ମୀର ପୁଲବାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

Published By : Prameya-News7 Bureau | May 01, 2018 IST

ଜାମ୍ମୁ କାଶ୍ମୀର ପୁଲବାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ଆତଙ୍କବାଦୀଙ୍କ ଗୁଳିରେ ୩ ସାଧାରଣ ଲୋକଙ୍କ ମୃତ୍ୟୁ ଲୋକେ ଆତଙ୍କିତ ଆତଙ୍କବାଦୀ ସମୀର ଟାଇଗର ଓ ଆକ୍ୟୁବ ଖାଁ ପ୍ରାଣ ହରାଇଛନ୍ତି ଆତଙ୍କବାଦୀ ସମୀର ଉପରେ ୧୦ ଲକ୍ଷ ପୁରସ୍କାର ରାଶି ଘୋଷଣା କରାଯାଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.