ଜମିବାଡ଼ି ବିବାଦରୁ ଗୋଷ୍ଠି ସଂଘର୍ଷ; ଜଣେ ମୃତ ଚାରି ଆହତ

Published By : Prameya-News7 Bureau | May 28, 2022 IST

ମହାକାଳପଡ଼ା ୨୮/୦୫ : ଜମିବାଡ଼ି ବିବାଦରୁ ଗୋଷ୍ଠି ସଂଘର୍ଷ ହୋଇଥିବା ଦେଖାଯାଇଛି । ଏହି ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ମହାକାଳପଡ଼ାରେ ଥିବା ପଡ଼ାଗୟାସପୁରରେ ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ଦିଲ୍ଲୀପ ପଣ୍ଡା ବୋଲି ଜଣା ପଡ଼ିଛି । ଘଟଣାସ୍ଥଳରେ  ମହାକାଳପଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.