ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୭ଟି ଦୋକାନ
8/03/2023 at 4:34 PM

ବାରଙ୍ଗ ୮।୩: ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ଦିଷ୍ଟ୍ରିକ୍ଟ୍ ସେଣ୍ଟର୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏକସଙ୍ଗେ ୭ଟି ଦୋକାନ ଜଳିଯାଇଛି । ଚାହୁଁ ଚାହୁଁ ୭ଟି ଦୋକାନ ଜଳିଯାଇଛି । ପେଟ୍ରୋଲ ପମ୍ପ୍ଠାରୁ ମାତ୍ର ୫୦ମିଟର ଦୂରରେ ଏହି ନିଆଁ ଲାଗିଥିଲା । ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୩ଟି ଦମକଳବାହିନୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
Related Posts
କୁଟୁରା ମାରିବା ଅଭିଯୋଗରେ ଶିକାରୀ ଗିରଫ
23 March 2023
ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ଅଟୋ; ଚାଲିଗଲା ଶିଶୁପୁତ୍ରର ଜୀବନ
23 March 2023