scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଯାଜପୁର ଏସ୍‌ପିଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ: ୪ ପୋଲିସ କର୍ମଚାରୀଙ୍କୁ କଲେ ସସ୍‌ପେଣ୍ଡ୍‌

28/02/2021 at 4:38 PM

ଯାଜପୁର୨୮/୨: ଡ୍ୟୁଟି ସମୟରେ ମଦ ପିଇ ସସ୍‌ପେଣ୍ଡ ହେଲେ ୪ କର୍ମଚାରୀ। ଏହି ଘଟଣା ଯାଜପୁର ଏସ୍‌ପିଙ୍କ ସାମ୍ନାକୁ ଆସିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବିତ କର୍ମଚାରୀ ହେଲେ ଜାରକା ଫାଣ୍ଡିର ୨ କନଷ୍ଟେବଳ ଏବଂ ୨ ଓଏପିଏଫ୍‌ ଯବାନ। ଏଭଳି କାର୍ଯ୍ୟ ଦେଖି ବିଭିନ୍ନ ମହଲରେ ଯାଜପୁର ଏସ୍‌ପିଙ୍କୁ ପ୍ରଶଂସା କରାଯାଇଛି।

   Related Posts