oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

କାଠପୋଲ ଭରସାରେ ଯାଜପୁର ଭଁରା ପଞ୍ଚାୟତ ବାସିନ୍ଦା

4/08/2018 at 9:00 AM

ଯାଜପୁର ୪/୮-ଗାଁକୁ ନାହିଁ ଯିବା ପାଇଁ ରାସ୍ତା। କେବେଳ କାଠ ପୋଲି ହିଁ ଭରଷା । ଏଭଳି ଅବସ୍ଥାରେ ଯାଜପୁର ଜିଲ୍ଲା ବରୀ ବ୍ଲକ ଭଅଁରା ପଞ୍ଚାୟତ ବାସୀନ୍ଦା ।ପୁରା ମୌଳିକ ସୁବିଧାରୁ ଯେମିତି ବଞ୍ଚିତ ଅଞ୍ଚଳବାସୀ ।ଗାଁକୁ ନାହିଁ ଯିବା ପାଇଁ ରାସ୍ତା। କେବେଳ କାଠ ପୋଲି ହିଁ ଭରଷା । ଏଭଳି ଅବସ୍ଥାରେ ଯାଜପୁର ଜିଲ୍ଲା ବରୀ ବ୍ଲକ ଭଅଁରା ପଞ୍ଚାୟତ ବାସିନ୍ଦା। ସାଧାରଣ ସୁବିଧା ଯେମିତି ଏମାନଙ୍କ ପାଇଁ ଅପହଞ୍ଚ । ଗାଁରେ ଅସୁବିଧା ସମୟରେ ପହଞ୍ଚିପାରୁନି ଆମ୍ବୁଲାନ୍ସ କି ନିଆଁ ଲିଭା ଗାଡି଼ ।ଏକ ମାତ୍ର କାଠ ପୋଲରେ ବିପଦସଂକୁଳ ଅବସ୍ଥାରେ ପାରି ହେଉଛନ୍ତି ଲୋକେ ।ବିଡମ୍ବନାର ବିଷୟ ଏହାଯେ ମାତ୍ର ଜିଲ୍ଲା ସଦରମହକୁମାଠାରୁ ୩୦ କିଲୋମିଟର ଦୁର ଏହି ପଞ୍ଚାୟତ । ତେବେ କେମିତି ସରାକାରୀ ବାବୁ ମାନଙ୍କର ନଜର ପଡୁନି ଏହି ପଞ୍ଚାୟତ ଉପରେ ।

ଏଠାକାର ଶିକ୍ଷା ବ୍ୟବସ୍ଥା କଥା ନକହିଲେ ଭଲ ।ସ୍କୁଲ ଅବସ୍ଥା ଏପରି ଯେ ସ୍କୁଲରେ ପଢିବା ଦୂରରକଥା ଭିତରକୁ ଯିବାକୁ ଡରିବେ ପିଲା ।ଆଉ ଅଙ୍ଗନବାଡି କଥା ନକହିଲେ ଭଲ । ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏଠାରେ ଶିଶୁ ମାନଙ୍କ ଭବିଷ୍ୟତ ଯେମିତି କାଦୁଅ ଭିତରକୁ ଠେଲି ହେଇଯାଇଛି ।ଯାହକୁ ଖୋଦ୍ ସ୍ବୀକାର କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ।
ତେବେ କେବେ ଅଞ୍ଚଳବାସୀଙ୍କ ଉପରେ ସରକାରଙ୍କ ନଜର ପଡିବ । ଆଉ କେବେ ଏମାନଙ୍କ ସମସ୍ୟା ଦୂର ହେବ ତାହା କେବେଳ ଦେଖିବାର ଅଛି ।

   Related Posts