ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ପ୍ରଥମ କାର୍ଯ୍ୟାନୁଷ୍ଠାନ, ଜେଲ୍ ୱାର୍ଡର ନିଲମ୍ୱିତ
20/12/2022 at 9:13 PM

କଣ୍ଟାବାଞ୍ଜି ।ବଲାଙ୍ଗୀର, ୨୦/୧୨: କଣ୍ଟାବାଞ୍ଜି ଉପ କାରାଗାରରେ ଗୋବିନ୍ଦ ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ପ୍ରଥମ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହେଲେ ଜେଲ ୱାର୍ଡର । ୱାର୍ଡର ଅକ୍ଷୟ କୁମାର ମହାନ୍ତିଙ୍କୁ ନିଲମ୍ବନ କଲେ ଉତ୍ତରାଞ୍ଚଳ ଡିଆଇଜି ଅନୁସୟା ଜେନା ।
ଅନ୍ୟପଟେ ଗୋବିନ୍ଦ ଆତ୍ମହତ୍ୟା କରିଥିବା ସ୍ଥାନ ସ୍ପଷ୍ଟ ହୋଇଛି । ରୋଷେଇ ଘର ପାଖ ଡାଇନିଙ୍ଗ୍ ହଲ ବାହାର ପାର୍ଶ୍ୱଝରକାରେ ନିଜ ଗାମୁଛାରେ ସେ ଆତ୍ମହତ୍ୟା କରିଥିବା ଜେଲ ଡିଆଇଜି ଅନୁସୟା ଜେନା ସୂଚନା ଦେଇଛନ୍ତି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023