Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ପ୍ରଥମ କାର୍ଯ୍ୟାନୁଷ୍ଠାନ, ଜେଲ୍‌ ୱାର୍ଡର ନିଲମ୍ୱିତ

20/12/2022 at 9:13 PM

କଣ୍ଟାବାଞ୍ଜି ।ବଲାଙ୍ଗୀର, ୨୦/୧୨: କଣ୍ଟାବାଞ୍ଜି ଉପ କାରାଗାରରେ ଗୋବିନ୍ଦ ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ପ୍ରଥମ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହେଲେ ଜେଲ ୱାର୍ଡର । ୱାର୍ଡର ଅକ୍ଷୟ କୁମାର ମହାନ୍ତିଙ୍କୁ ନିଲମ୍ବନ କଲେ ଉତ୍ତରାଞ୍ଚଳ ଡିଆଇଜି ଅନୁସୟା ଜେନା ।

ଅନ୍ୟପଟେ ଗୋବିନ୍ଦ ଆତ୍ମହତ୍ୟା କରିଥିବା ସ୍ଥାନ ସ୍ପଷ୍ଟ ହୋଇଛି । ରୋଷେଇ ଘର ପାଖ ଡାଇନିଙ୍ଗ୍‌ ହଲ ବାହାର ପାର୍ଶ୍ୱଝରକାରେ ନିଜ ଗାମୁଛାରେ ସେ ଆତ୍ମହତ୍ୟା କରିଥିବା ଜେଲ ଡିଆଇଜି ଅନୁସୟା ଜେନା ସୂଚନା ଦେଇଛନ୍ତି ।

   Related Posts