ଜଗତସିଂହପୁର ପୋଲିସର ମାରାଥନ ଚଢାଉ, ଗିରଫ ହେଲେ ୭ ଡକାୟତ
6/02/2023 at 6:47 PM

ଜଗତସିଂହପୁର: ଜଗତସିଂହପୁର ସଦର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୩ ଟିରୁ ଉର୍ଦ୍ଧ୍ଵ ଚୋରୀ ଘଟଣାରେ ସଂପୃକ୍ତ ଥିବା ୭ ଜଣ ଡକାୟତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରି କୋର୍ଟ ଚାଲାଣ କରିଛି । । ଏମାନଙ୍କ ଠାରୁ ୧୦୦ ଗ୍ରାମରୁ ଉର୍ଦ୍ଧ୍ଵ ସୁନା ଅଳଙ୍କାର ସହ ୬ଟି ମୋବାଇଲ ଫୋନ, ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି ସହ କିଛି ମାରଣାସ୍ତ୍ର ମଧ୍ୟ ଜବତ କରିଛି । ଏହି ଗ୍ୟାଙ୍ଗ ରେ ଆଉ କେତେଜଣ ସମ୍ପୃକ୍ତ ଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଗିରଫ କରିପାରିନାହିଁ । ଏହି ଡ଼କାୟତ ମାନେ ଗତ କିଛି ମାସ ହେବ ସାରା ଜିଲାରେ ଆତଙ୍କ ଖେଳାଇ ଦେଇଥିଲା ।
Related Posts
ମାତିଛି କଲରାପତରିଆ ବାଘ, ପୁଣି ଏକ ବାଛୁରୀକୁ କଲା ଶିକାର
26 March 2023
କଟକଣାକୁ ବେଖାତିର, ଧାର୍ଯ୍ୟ ସମୟ ପରେ ବି ଖୋଲୁଛି ବାର୍
26 March 2023