ଆଜି ମଧ୍ୟ ଓପାସରେ ମହାପ୍ରଭୁ
17/04/2018 at 5:27 AM

ଆଜି ମଧ୍ୟ ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ
ଠାକୁରଙ୍କ ବେଶ ପରେ ଅନ୍ୟ ନୀତି ଆଗକୁ ବଢି ପାରୁ ନାହିଁ
ରୋଷ ହୋମ ହୋଇନଥିବାରୁ ଅନ୍ୟ ନୀତି କରାଯାଇ ପାରୁନାହିଁ
କ୍ଷତିପୂରଣ ନ ମିଳିବା ଯାଏ ଅଡି ବସିଛନ୍ତି ସୁଆର ଓ ମହାସୁଆର ନିଯୋଗ
ରୋଷ ଘରେ ପଡି ରହିଛି ଗତକାଲିର ଅମୁଣିଆ ଭୋଗ