ଜଗମୋହନକୁ ଜଗା ଭରସା : MUDDA
18/05/2018 at 12:59 PM

ଅସୁରକ୍ଷିତ ଶ୍ରୀମନ୍ଦିର …. ଶ୍ରୀଜିଉଙ୍କୁ ଦର୍ଶନ ବେଳେ ଅଘଟଣ … ଭକ୍ତଙ୍କ ମୁଣ୍ଡ ଉପରେ ପଡିଲା ସିମେଣ୍ଟ ଛେଲା … ଜଗମୋହନ ନିକଟ ଉପରୁ ପଡିଲା ସିମେଣ୍ଟ ଛେଲା … ଗୁରୁତର ଭକ୍ତ ବାଙ୍କୀ ଡମପଡାର ବାସନ୍ତୀ ରାଉତ … ଗୁରୁତର ମହିଳା ପୁରୀ ଡାକ୍ତରଖାନାରେ ଭର୍ତ୍ତି …
Related Posts
ଗୃହରେ ସ୍ପଷ୍ଟ କଲେ ନବୀନ, କହିଲେ- ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ
3 October 2023