ସରିଲା ଅବଧି, ପୁଣିଥରେ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ଇଡି
23/12/2022 at 11:39 AM

ଭୁବନେଶ୍ୱର ୨୩/୧୨: ବ୍ଲାକମେଲର କୁଇନ ଅର୍ଚ୍ଚନା ନାଗ ଗିରଫ୍ ମାମଲା । ଶେଷ ହେଲା ଅର୍ଚ୍ଚନାଙ୍କ ସ୍ଵାମୀ ଜଗବନ୍ଧୁଙ୍କ ରିମାଣ୍ଡ ଅବଧି । ଆଜି ଜଗବନ୍ଧୁଙ୍କୁ କୋର୍ଟରେ ହାଜର କରିବ ଇଡି । କୋର୍ଟରେ ହାଜର ପରେ ପୁଣିଥରେ ରିମାଣ୍ଡରେ ନେବାକୁ ଆବେଦନ କରିବ ଇଡି ।
ସକାଳୁ ଜଗବନ୍ଧୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଇଡି କାର୍ଯ୍ୟାଳୟରେ କରାଯାଇଛି । କଡା ସୁରକ୍ଷା ମଧ୍ୟରେ ଜଗବନ୍ଧୁଙ୍କୁ କୋର୍ଟରେ ହାଜର କରାଯିବ ।
ଖବର ଅନୁଯାୟୀ, ନାଗ ଦମ୍ପତ୍ତିଙ୍କ ବେଆଇନ ଆର୍ଥିକ କାରବାର ନେଇ ଖୋଳତାଡ଼ କରୁଛି ଇଡି । ଏହିକ୍ରମରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲେ ଇଡି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023