ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଉଗ୍ର ରୂପ ନେଲା ଜାଗାବାଡ଼ି ବିବାଦ; ବଡ଼ ଭାଇ ଖଣ୍ଡା ଚୋଟରେ ସାନ ଭାଇ ଗୁରୁତର

15/06/2022 at 11:52 PM

ଢେଙ୍କାନାଳ ୧୬/୦୫ : ଜମିବାଡ଼ିକୁ କେନ୍ଦ୍ର କରି ଭାଇଭାଇଙ୍କ ଭିତରେ ବିବାଦ ରକ୍ତାକ୍ତ ଆକ୍ରମଣର ରୂପ ନେଇଛି। ୨ ବଡ଼ ଭାଇଙ୍କ ଠେଙ୍ଗା ଓ ଖଣ୍ଡା ଆକ୍ରମଣରେ ସାନ ଭାଇ ଓ ବୋହୁ ଗୁରୁତର ହୋଇଛନ୍ତି। ତେବେ ସାନ ଭାଇର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଢେଙ୍କାନାଳ ସହର ଷ୍ଟେସନ ବଜାରରେ ଏପରି ଅଭାବନୀୟ ଘଟଣା ଘଟିଛି। ଗୁରୁତରମାନେ ହେଲେ ଅରୁଣ ସାହୁ ଓ ତାଙ୍କ ପତ୍ନୀ ପ୍ରଭାତୀ ସାହୁ। ଅରୁଣଙ୍କ ମୁଣ୍ଡରେ ଗଭୀର କ୍ଷତ ଯୋଗୁଁ ତାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହୋଇପଡିଥିବା ଜଣାପଡିଛି। ଖବର ପାଇ ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

   Related Posts