Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ସୁସ୍ଥ ହେବା ପରେ ଦିଲ୍ଲୀରେ ଇଣ୍ଡିଆ ଗେଟ୍ ବୁଲିଲା ଜଗା

18/10/2018 at 10:49 AM

ନୂଆଦିଲ୍ଲୀ ୧୮|୧୦: ଦିଲ୍ଲୀରେ ଇଣ୍ଡିଆ ଗେଟ୍ ବୁଲୁଛି ଜଗା। ସୁସ୍ଥ ହେବା ପରେ ଏହା ଜଗାର ପ୍ରଥମ ଦୀଲ୍ଲି ବୁଲା ।  ମା’ଙ୍କ ସହ ବେଶ୍ ଖୁସିରେ ବୁଲିଛି ଜଗା ।  ଡାକ୍ତରଙ୍କ ପରାମର୍ଶ କ୍ରମେ ତାକୁ ବାହାରକୁ ବୁଲାଇବାକୁ ନିଆଯାଇଥିଲା । ଗାଡିରେ ବୁଲିବା ସହ କିଛି ସମୟ ପାଇଁ ଚଲାବୁଲା ମଧ୍ୟ ସେ କରିଛି । କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀ ଏମସରେ ଅପରେସନ ପରେ ଉଭୟ ବାହାରକୁ ବାହାରି ନଥିଲେ । ତେବେ ସୁସ୍ଥ ହେବା ପରେ ପ୍ରଥମ ଥର ପାଇଁ ବାହାରକୁ ବାହାରିଛି ଜଗା । ସେପଟେ କାଳିଆର ସ୍ବାସ୍ଥ୍ୟରେ ସୁଧାର ଆସିଥିଲେ ମଧ୍ୟ ତା ଦେହରେ ଜ୍ବର ରହୁଛି ।

   Related Posts