ବାରମ୍ବାର ଓଡିଶା ଫେରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛନ୍ତି ଜଗା କାଳିଆଙ୍କ ପରିବାର
1/11/2018 at 4:58 PM

ନୂଆଦିଲ୍ଲୀ ୧/୧୧: ବାରମ୍ବାର ଓଡିଶା ଫେରିବାକୁ ଅନୁରୋଧ କରୁଛନ୍ତି କହଁର ପରିବାର। ଜଗା କାଳିଆର ଚିକିତ୍ସା ଓ ଦୀଲ୍ଲି ଏମସରେ ରହଣିକୁ ବର୍ଷେ ୪ ମାସ ହେଲାଣି। ତେଣୁ ବାରମ୍ବାର ଘରକୁ ଫେରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛନ୍ତି କିନ୍ତୁ କୈଣସି ନିଷ୍ପତ୍ତି ହୋଇ ପାରୁନି। ଏହାକୁ ନେଇ ଚିନ୍ତାରେ ପରିବାର। ସେପଟେ ଗାଁରେ ୨ ଛୁଆ ଏକା ଅଛନ୍ତି ବାପା ମାଙ୍କଠୁ ଦୁରରେ। ଜଗାକାଳିଆ ସୁସ୍ଥ ଥିବା ବେଳେ ସେମାନଙ୍କର ଚିକିତ୍ସା ଓଡିଶାରେ କରିବାକୁ ଅନୁରୋଧ କରିଛନ୍ତି କହଁର ପରିବାର।
Related Posts
ପର ଘରେ ରୁଟି ତିଆରି କରୁଥିଲେ ମାଆ, ଝିଅ ପାଇଲେ ୨ଟି ସରକାରୀ ଚାକିରି
5 February 2023
ମନ୍ଦିରରେ ହୁଏ କୁକୁରର ନାମକରଣ, ପୂଜକ ଦିଅନ୍ତି ନାଁ
4 February 2023