IIFA 2023: ମୁଣ୍ଡରେ ଓଢଣୀ ପକାଇ ଆୱାର୍ଡରେ ପହଞ୍ଚିଲେ ଜ୍ୟାକଲିନ୍, ୟୁଜର୍ସ କଲେ ଟ୍ରୋଲ୍
ମୁମ୍ଵାଇ ୨୯।୦୫: ଆବୁଧାବିରେ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ ଆୱାର୍ଡ (IIFA 2023) ଆୟୋଜିତ ହୋଉଛି । ଦୁବାଇରେ ଏହି ରଙ୍ଗିନ ଆୱାର୍ଡ ଶୋରେ ଅନେକ ନାମୀଦାମୀ ସେଲିବ୍ରିଟି ପହଞ୍ଚିଥିଲେ। ଏହି ତାରାମାନେ ଧମାକାଦାର ପରଫମାନ୍ସ ଦେଇ ଫ୍ୟାନ୍ସଙ୍କ ହୃଦୟ ଜିତିଥିଲେ। ଏହା ପରେ ତାରକାମାନଙ୍କ ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା । ହେଲେ ବର୍ତ୍ତମାନ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କର ଫଟୋ ଭାଇରାଲ ହେଉଛି। ଏହାରି ମଧ୍ୟରେ ଜ୍ୟାକଲିନ ଧମାଦାର ଏଣ୍ଟ୍ରି କରିଥିଲେ । … Continue reading IIFA 2023: ମୁଣ୍ଡରେ ଓଢଣୀ ପକାଇ ଆୱାର୍ଡରେ ପହଞ୍ଚିଲେ ଜ୍ୟାକଲିନ୍, ୟୁଜର୍ସ କଲେ ଟ୍ରୋଲ୍
Copy and paste this URL into your WordPress site to embed
Copy and paste this code into your site to embed