ୱେବ୍‌ ସିରିଜ୍‌ ଦୁନିଆରେ ପାଦ ରଖିବାକୁ ପ୍ରସ୍ତୁତ ଜ୍ୟାକ୍‌ଲିନ୍‌, ବଡ ପରଦା ପରେ OTTରେ କରିବେ ଧମାଲ

ମୁମ୍ଵାଇ ୨୦।୧୧: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଜ୍ୟାକଲିନ୍, ଯିଏ ରୋମାନ୍ସ ଆକ୍ସନରେ ଫ୍ୟାନ୍ସଙ୍କୁ କରନ୍ତି ମତୁଆଲା। ବର୍ତ୍ତମାନ ସେ ଖୁବ୍ ଶୀଘ୍ର OTT ରେ ମଧ୍ୟ ନିଜର ଯାଦୁ ଦେଖାଇବାକୁ ପ୍ରସ୍ତୁତ । ପ୍ରଶଂସକମାନେ ଅଭିନେତ୍ରୀଙ୍କ ଏକ ନୂଆ ଢଙ୍ଗରେ ଦେଖିବାକୁ ଯାଉଛନ୍ତି। ତେବେ ଆସନ୍ତୁ ଜାଣିବା କେବେ ଏବଂ କେଉଁ ପ୍ଲାଟଫର୍ମରେ ଜ୍ୟାକଲିନ୍ ଧମାକା କରିବେ । View this post on Instagram A … Continue reading ୱେବ୍‌ ସିରିଜ୍‌ ଦୁନିଆରେ ପାଦ ରଖିବାକୁ ପ୍ରସ୍ତୁତ ଜ୍ୟାକ୍‌ଲିନ୍‌, ବଡ ପରଦା ପରେ OTTରେ କରିବେ ଧମାଲ