ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

IIFA-2022 : ମୋତିର ଶାଢୀ ପିନ୍ଧି ଜଲୱା ଦେଖାଇଲେ ଜ୍ୟାକ୍‌ଲିନ୍‌

6/06/2022 at 12:30 PM

ମୁମ୍ବାଇ ୦୬।୦୬ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ମଧ୍ୟରୁ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିସ୍ ଅନ୍ୟତମ । ଫ୍ୟାଶନ ହେଉ କିମ୍ବା ଫିଲ୍ମ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଜ୍ୟାକ୍‌ଲିନ୍‌ କିନ୍ତୁ ବର୍ତ୍ତମାନ ସେ ବୃତ୍ତିଗତ ଅପେକ୍ଷା ବ୍ୟକ୍ତିଗତକୁ ନେଇ  ଆଲୋଚନାରେ ଅଛନ୍ତି । ବଲିଉଡ୍‌ରେ ଲୋକପ୍ରିୟ ହୋଇଥିଲେ ମଧ୍ୟ ଏବେ ସେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କିଚ୍ଚା ସୁଦୀପ୍‌ଙ୍କ ସହ ଆଇଟମ୍‌ ଗୀତ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏହା ହିନ୍ଦିରେ ମଧ୍ୟ ରିଲିଜ୍‌ ହେବ । ହେଲେ ନିକଟରେ ସେ  ଦୁବାଇରେ ଆୟୋଜିତ ହେଉଥିବା ଆଇଫାରେ ପହଞ୍ଚିଥିଲେ । ଯେଉଁଠାରୁ ଅଭିନେତ୍ରୀଙ୍କ ଆକର୍ଷୀୟ ଲୁକ୍‌ ଗୁଡିକ ଦେଖିବାକୁ ମିଳିଛି ।

 अभिनेत्री ने अपने बालों को एक बन में कैरी किया. बात अगर वर्क फ्रंट की करें तो एक्ट्रेस रोहित शेट्टी की 'सर्कस' में नजर आएंगी. वे अक्षय कुमार की 'राम सेतु', 'विक्रांत रोना' और 'किक 2' का भी हिस्सा हैं. (Photo Credit- Jacqueline Fernandez Instagram)

ଜ୍ୟାକଲିନ୍ IIFA ୨୦୨୨ରେ ଯୋଗଦେବା ପାଇଁ ଦୁବାଇକୁ ଯାଇଥିଲେ । ସେଠାରେ ଇଭେଣ୍ଟ ଦିନ ତାଙ୍କୁ ଏକ ଗୋଲ୍ଡେନ୍‌ ରଙ୍ଗର ଶାଢୀରେ ଦେଖିବାଲୁ ମିଳିଥିଲା ।  ଫଟୋଗୁଡିକରେ ଅଭିନେତ୍ରୀଙ୍କ ଷ୍ଟାଇଲ ଅଲଗା ଦେଖାଯାଉଥିଲା ।

 IIFA 2022 में जाने के लिए जैकलीन ने खुद को एक गोल्डन ब्यूटी के तौर पर रिप्रजेंट किय़ा. तस्वीरों में अभिनेत्री का अंदाज सबसे जुदा लग रहा था. (Photo Credit- Jacqueline Fernandez Instagram)

ଫାଗୁନି ସେନ୍‌ ପିକକ୍‌ ବ୍ରାଣ୍ଡର ଏକ ସାର ପିନ୍ଧିଥିଲେ । ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା। ଏହାକୁ ତିଆରି କରିବା ପାଇଁ ବହୁମୂଲ୍ୟ ମୋତିକୁ ବ୍ୟବହାର କରାଯାଇଛି ।ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ତାଙ୍କର ଏହି ଲୁକ୍‌ ସହ ନ୍ୟୁଡ୍‌ ମେକଓଭର ସହ ଚୁଟିକୁ ବନ୍‌ କରିଛନ୍ତି।

 IIFA 2022 की शाम में फाल्गुनी शेन पीकॉक कॉउचर में नजर आईं जैकलीन फर्नांडीज काफी अट्रैक्टिव दिखीं. (Photo Credit- Jacqueline Fernandez Instagram)

ଜ୍ୟାକ୍‌ଲିନ୍‌ଙ୍କ ଏହି ଟ୍ରାଡିସନାଲ୍‌ ଲୁକ୍‌ ଦେଖି ତାଙ୍କ ଫ୍ୟାନ୍ସମାନେ ଦିୱାନା ହୋଇଯାଇଛନ୍ତି । ତାଙ୍କ ଫଟୋରେ ଖୁବ୍‌ ଲାଇକ୍‌ କମେଣ୍ଟ କରିବାରେ ଲାଗିଛନ୍ତି।

 जैकलीन फर्नांडीज ने अपने लुक को पूरा करने के लिए मिनिमल एक्सेसरीज का चुनाव किया. (Photo Credit- Jacqueline Fernandez Instagram)

ଅନ୍ୟପଟେ କହିବାକୁ ଗଲେ  ଜ୍ୟାକ୍‌ଲିନ୍‌ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ସର୍କସ’ରେ ନଜର ଆସିବେ । ଏହା ବ୍ୟତୀତ ସେ ଅକ୍ଷୟ କୁମାରଙ୍କ ‘ରାମ ସେତୁ’, ‘ବିକ୍ରାଣ୍ଟ ରେନା’ ଏବଂ ‘କିକ୍ ୨’ରେ ଆସିବେ ।

   Related Posts