ସରକାରୀ ବସରୁ ଯବାନଙ୍କ ମୃତଦେହ ଉଦ୍ଧାର
23/04/2018 at 6:21 AM

ଜୟପୁର ବସଷ୍ଟାଣ୍ଡରୁ ସରକାରୀ ବସରୁ ଯବାନଙ୍କ ମୃତଦେହ ଉଦ୍ଧାର
ମୃତକ ହେଉଛନ୍ତି ହରିୟାଣା ରୋହତକର ନରେଶ କୁମାର
ସେ ମାଲକାନଗିରି କାଲିମେଳା କ୍ୟାମ୍ପରେ ୱାଏରଲେସ ଅପରେଟର ଭାବେ କାମ କରୁଥିଲେ
ସେ ଛୁଟିରେ ଘରକୁ ଯାଇ ଗତକାଲି କାର୍ଯ୍ୟରେ ଯୋଗ ଦେବା ପାଇଁ ବସରେ କାଲିମେଳା ଫେରୁଥିଲେ
ତାଙ୍କ ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ଡାକ୍ତରଖାନା ନିଆଯାଇଛି
Related Posts
ବସ୍ରେ ହେଉଥିଲେ ଗଞ୍ଜେଇ ଚାଲାଣ, ମାଡିବସିଲା ପୋଲିସ
3 October 2023
ଘରେ ଶୋଇଥିଲେ ସ୍ୱାମୀ-ସ୍ତ୍ରୀ, ଭୁଜାଲି ମାଡ଼ରେ ମହିଳା ଗୁରୁତର
3 October 2023