ସରକାରୀ ବସରୁ ଯବାନଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | April 23, 2018 IST

ଜୟପୁର ବସଷ୍ଟାଣ୍ଡରୁ ସରକାରୀ ବସରୁ ଯବାନଙ୍କ ମୃତଦେହ ଉଦ୍ଧାର ମୃତକ ହେଉଛନ୍ତି ହରିୟାଣା ରୋହତକର ନରେଶ କୁମାର ସେ ମାଲକାନଗିରି କାଲିମେଳା କ୍ୟାମ୍ପରେ ୱାଏରଲେସ ଅପରେଟର ଭାବେ କାମ କରୁଥିଲେ ସେ ଛୁଟିରେ ଘରକୁ ଯାଇ ଗତକାଲି କାର୍ଯ୍ୟରେ ଯୋଗ ଦେବା ପାଇଁ ବସରେ କାଲିମେଳା ଫେରୁଥିଲେ ତାଙ୍କ ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ଡାକ୍ତରଖାନା ନିଆଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.