ଏପ୍ରିଲ୍‌ ୨୮ରୁ ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି, ଜାରି ରହିବ ପରୀକ୍ଷା

Published By : Prameya-News7 Bureau | April 27, 2022 IST

ଭୁବନେଶ୍ୱର, ୨୭/୦୪: ରାଜ୍ୟରେ ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ୨୮ ଏପ୍ରିଲ୍‌ରୁ ମେ ୨ ତାରିଖ ଯାଏଁ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ନେଇ ଘୋଷଣା ହୋଇଛି । କ୍ଲାସ୍‌ ବନ୍ଦ ରହିଥିଲେ ମଧ୍ୟ ଏହି ସମୟ ମଧ୍ୟରେ ହେବାକୁ ଥିବା ପରୀକ୍ଷା ଚାଲୁ ରହିବ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.