AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

IT ଟାୱାର ପରିଦର୍ଶନ କଲେ ୫-ଟି ସଚିବ, ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା

22/08/2022 at 9:19 AM

ଭୁବନେଶ୍ୱର ୨୨/୦୮: IT ଟାୱାର ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ସତ୍ୟନଗର ଏବଂ ଓ ହବ୍‌ରେ ବିଏମ୍ସିର ନୂତନ ବିଲ୍ଡିଂ ପରିଦର୍ଶନ କରିଛନ୍ତି ୫-ଟି ସଚିବ । ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫-ଟି ସଚିବ । ଭୁବନେଶ୍ୱରରେ MNC ଦ୍ୱାରା ଏତେ ବଡ ବିକାଶ କେନ୍ଦ୍ର ଖୋଲାଯିବ ।

ଯେଉଁଥିରେ ଯୁବକମାନଙ୍କ ଲାଗି ବଡ ଚାକିରି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି । ଉଭୟ MNC ପ୍ରଥମ ଥର ପାଇଁ ଓଡିଶାରେ ପାଦ ରଖିଛନ୍ତି । ଉଭୟ କେନ୍ଦ୍ର ୨୦୨୨ ଅକ୍ଟୋବର ମଧ୍ୟ ଭାଗ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି । ଯେଉଁଥିରେ ମିଟିଂ, କ୍ୟାଣ୍ଟିନ୍ ଏବଂ ପାର୍କିଂ ନିର୍ମାଣ ଉପରେ ଗୁରୁତ୍ବ ଦିଆଯାଇଛି ।

   Related Posts