ଫାଲକନ୍ ମେରାଇନ ଏକ୍ସପର୍ଟ୍ ପ୍ରାଇଭେଟ୍ ଲିମିଟେଡ୍ରେ ଆଇଟି ରେଡ୍, ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ
1/06/2023 at 9:18 AM

ଭୁବନେଶ୍ୱର ୦୧।୦୬ : ଆକ୍ସନରେ ଆଇଟି ବିଭାଗ । ଫାଲକନ୍ ମେରାଇନ ଏକ୍ସପୋର୍ଟ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆଇଟି ପକ୍ଷରୁ ଚାଲିଛି ରେଡ୍ । କମ୍ପାନୀର ବିଭିନ୍ନ ଶାଖା ଉପରେ ମଧ୍ୟ ଚଢ଼ାଉ ଜାରି ରହିଛି ।
ଖବର ଅନୁଯାୟୀ, ଗୁରୁବାର ଦିନ ସକାଳ ପ୍ରାୟ ୬ ଟା ୩୦ ମିନିଟ ସମୟରେ ଆଇଟି ପକ୍ଷରୁ ଫାଲକନ୍ ମେରାଇନ୍ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ରେ ରେଡ୍ ଚାଲିଛି । ଆଇଟି ପକ୍ଷରୁ କମ୍ପାନୀ ଏବଂ ତାର ବିଭିନ୍ନ ଶାଖାରେ ଏକାସାଙ୍ଗେ ଚାଲିଛି ଚଢାଉ । ତେବେ ଚଢାଉ ହୋଇଥିବା ସ୍ଥାନମାନଙ୍କ ମଧ୍ୟରେ ଭୁବନେଶ୍ୱର ଓ ବାଲେଶ୍ୱରର କିଛି ଅଫିସ ରହିଛି ।
Related Posts
୨ ବର୍ଷରେ ସାପ କାମୁଡ଼ାରେ ୧୩୩୬ ମୃତ, ବିଧାନସଭାରେ ଉତ୍ତର ରଖିଲେ ରାଜସ୍ବ ମନ୍ତ୍ରୀ
28 September 2023
ମାନସିକ ଚାପ ଯୋଗୁଁ ନିଖୋଜ ହୋଇଯାଇଥିଲେ ବ୍ୟାଙ୍କ ମ୍ୟାନେଜର: ପୋଲିସ୍
28 September 2023
ପୂର୍ବତନ ବିଧାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ଼, ଥାନାରେ ଏତଲା
28 September 2023
ତେଲନଦୀରେ ଫସିଛନ୍ତି ୧୨ଟିକିଆ ହାତୀପଲ, ଘଉଡାଇବାକୁ ବନବିଭାଗର ଉଦ୍ୟମ ଜାରି
28 September 2023