previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ଡୋଲୋ-୬୫୦ ନିର୍ମାଣକାରୀ କମ୍ପାନି ଉପରେ ଆୟକର ବିଭାଗର ଚଢଉ, ଟିକସ ଚୋରିର ଅଭିଯୋଗ

6/07/2022 at 10:15 PM

ବେଙ୍ଗାଲୁରୁ: ବୁଧବାର ବେଙ୍ଗାଲୁରୁ ସ୍ଥିତ ଫାର୍ମା କମ୍ପାନି ମାଇକ୍ରୋ ଲ୍ୟାବ ଲିମିଟେଡ୍ ପରିସରରେ ଆୟକର ବିଭାଗ ଚଢଉ କରିଛି। ଟିକସ ଚୋରି ଅଭିଯୋଗରେ ଏହି ଚଢଉ କରାଯାଇଛି । ମାଇକ୍ରୋ ଲ୍ୟାବ ଲିମିଟେଡ୍ ଡୋଲୋ-୬୫୦ ଟାବଲେଟ୍ ନିର୍ମାଣ କରିଥାଏ । ଉଲ୍ଲେଖଯୋଗ୍ୟ ଯେ, ଡୋଲୋ-୬୫୦ ଟାବଲେଟକୁ ଗତ ଦୁଇ ବର୍ଷରେ କରୋନା ରୋଗୀ ବେଶି ବ୍ୟବହାର କରୁଛନ୍ତି ।

ଅଧିକାରୀ କହିଛନ୍ତି, ଆୟକର ବିଭାଗର ଯାଞ୍ଚ ବେଳେ କମ୍ପାନିର ଆର୍ଥିକ ଦସ୍ତାବିଜ, ବାଲାନ୍ସ ସିଟ୍ ଏବଂ ବିଜନେସ ଡିଷ୍ଟ୍ରିବ୍ୟୁଟର ନେଟୱାର୍କକୁ ଦେଖିଥିଲା। ସେ କହିଥିଲେ, ଚଢଉ ବେଳେ କମ୍ପାନିର ଅନ୍ୟ ସହର ସ୍ଥିତ ଅଫିସ ଏବଂ ଏହାର ବିତରକଙ୍କ ଠିକଣାରେ ମଧ୍ୟ ଚଢଉ କରାଯାଇଥିଲା।

କମ୍ପାନି ୱେବସାଇଟ୍ ଅନୁସାରେ, ଏହା ଫାର୍ମାସ୍ୟୁଟିକଲ ଉତ୍ପାଦ ଏବଂ ଏପିଆଇ ଉତ୍ପାଦନ ଏବଂ ମାର୍କେଟିଂ କରିଥାଏ।

   Related Posts