vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଆଜି ଦୁଇଟି ବ୍ରିଟିଶ ସାଟେଲାଇଟ୍ ମହାକାଶକୁ ଛାଡିବ ଇସ୍ରୋ

16/09/2018 at 10:41 AM

ଆନ୍ଧ୍ରପ୍ରଦେଶର ୧୬|୯: ଆଜି ଦୁଇଟି ବ୍ରିଟିଶ ସାଟେଲାଇଟ ମହାକାଶକୁ ଛାଡିବ ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବାନ ମହାକାଶ କେନ୍ଦ୍ରରୁ ଦୁଇଟି ବ୍ରିଟିଶ କୃତ୍ରିମ ଉପଗ୍ରହକୁ ମହାକାଶକୁ ଛାଡିବ । ଏହି ଦୁଇଟି ଉପଗ୍ରହର ନାମ ହେଉଛି ନୋଭାସାର ଓ ଏସ୧-୪ ଓ ଏଗୁଡ଼ିକର ଓଜନ ୮୦୦ ଗ୍ରାମ । ଏହି ଦୁଇଟି ସାଟେଲାଇଟକୁ ଇସ୍ରୋର ସବୁଠାରୁ ଭରଷାଯୋଗ୍ୟ ମହାକାଶ ଯାନ ପିଏସଏଲଭି- ସି୪୨ମାଧ୍ୟମରେ ଛଡାଯିବ । ଆଜି ରାତି ୧୦ଟା୦୮ ରେ ଏହି ଉତକ୍ଷେପଣ କରାଯିବ । ଏହା ଏକ ବ୍ୟବସାୟିକ ଉତକ୍ଷେପଣ ବୋଲି ଇସ୍ରୋ ସ୍ପଷ୍ଟ କରିଦେଇଛି । ଇସ୍ରୋ ପୂର୍ବରୁ ମଧ୍ୟ ଅନେକ ଥର ବ୍ୟବସାୟିକ ଭିତ୍ତିରେ ବିଭିନ୍ନ ଦେଶର ଉପଗ୍ରହ ସଫଳତାର ସହ ମହାକାଶରେ ଛାଡିଛି । ଏହା ପିଏସଏଲଭିର ୪୪ତମ ଉତକ୍ଷେପଣ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

   Related Posts