ଇସ୍ରାଏଲର ଏଜେନ୍ସି ମୋସାଦ ଇରାନରେ ପଶି ଆତଙ୍କୀକୁ କଲା ଅପହରଣ, ପାକିସ୍ତାନର ବି ରହିଛି ଲିଙ୍କ୍

ନୂଆଦିଲ୍ଲୀ: ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦ ନିଜ ଶତ୍ରୁଙ୍କୁ ମାତ୍ ଦେବା ପାଇଁ ଯେକୌଣସି ସ୍ଥିତିକୁ ଯାଇପାରେ । ଏଥିପାଇଁ ଏହି ଏଜେନ୍ସି ବେଶ ପରିଚିତ । ମୋସାଦ ଅନେକ ଏପରି ଅପରେସନ କରିଛି, ଯାହାକୁ ନେଇ ସାରା ଦୁନିଆରେ ବେଶ ଚର୍ଚ୍ଚା ହୋଇଥାଏ । ଏବେ ମୋସାଦ ଏପରି ହିଁ କିଛି କରି ଦେଖାଇଛି । କିଛି ମିଡିଆ ରିପୋର୍ଟ ଅନୁସାରେ, ସାଇପ୍ରସ ଦେଶରେ ୟହୁଦୀଙ୍କ ଉପରେ ଆତଙ୍କୀ ଆକ୍ରମଣ କରିବା ନେଇ ଇରାନର ଯୋଜନାକୁ … Continue reading ଇସ୍ରାଏଲର ଏଜେନ୍ସି ମୋସାଦ ଇରାନରେ ପଶି ଆତଙ୍କୀକୁ କଲା ଅପହରଣ, ପାକିସ୍ତାନର ବି ରହିଛି ଲିଙ୍କ୍