oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ISI ଲିଙ୍କରେ ଇଶ୍ୱର ବେହେରା ଗିରଫ ଘଟଣା, ଆଜି ଆସିବ ମାମଲାର ଚୂଡ଼ାନ୍ତ ରାୟ

11/02/2021 at 12:30 PM

ବାଲେଶ୍ୱର ୧୧।୦୨: ଆଇଏସ୍‌ଆଇ ଲିଙ୍କ୍‌ରେ ଈଶ୍ୱର ବେହେରା ଗିରଫ ଘଟଣା । ଆଜି କୋର୍ଚ ପ୍ରକାଶ କରିବେ ନିଜର ଚୂଡ଼ାନ୍ତ ରାୟ । ବାଲେଶ୍ୱର ଏଡିଜେ କୋର୍ଟ ନିଜର ରାୟ ପ୍ରକାଶ କରିବେ ।

ବାଲେଶ୍ବର ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା କେନ୍ଦ୍ରର ଅସ୍ଥାୟୀ ଫଟୋ ଗ୍ରାଫର ଭାବେ କାମ କରୁଥିବା ଈଶ୍ବର ବହେରାକୁ କ୍ରାଇମବ୍ରାଞ୍ଚ ୨୦୧୫ମସିହା ଜାନୁଆରୀ ମାସରେ ଗିରଫ କରିଥିଲା । ଆଉ ସେହି ଦିନଠାରୁ ସେ ଜେଲରେ ରହିଛି । ଆଇଏସଆଇ ଏଜେଣ୍ଟଙ୍କ ସହ ଈଶ୍ବର ବେହେରା ସଂପର୍କ ରଖିଥିଲେ । ଏପରିକି ବହୁ ଗୁରୁତ୍ବପୂର୍ଣ ତଥ୍ୟ ଦେବା ସହ ଆଇଏସଆଇ ଏଜେଣ୍ଟଙ୍କ ଠାରୁ ଟଙ୍କା ନେଇଥିବାର ପ୍ରମାଣ ପୋଲିସକୁ ମିଳିଥିଲା । ଏହି ମାମଲାରେ ମୋଟ ୨୯ଜଣଙ୍କ ସାକ୍ଷ୍ୟ ପ୍ରଦାନ କରାଯାଇଛି । ଆଜି ଏହି ଘଟଣାରେ ବାଲେଶ୍ବର ଏଡିଜେ ରାୟ ପ୍ରକାଶ କରିବେ ।

   Related Posts