ରାସ୍ତା ମଝିରେ ଜଳିଗଲା ଆଇରନ୍ ବୋଝେଇ ଟ୍ରକ୍
ତେଲକୋଇ ୧୨।୯: ରାସ୍ତା ମଝିରେ ଜଳିଗଲା ଆଇରନ୍ ବୋଝେଇ ଟ୍ରକ୍ । ଏଭଳି ଘଟଣା ଦେଖିବାକୁ ମିଳିଛି ୪୯ ନମ୍ବର ଜାତୀୟ ରାଜପଥ ବାହରାହାଦେବତା ଛକ ନିକଟରେ । ସୂଚନାଯୋଗ୍ୟ ଯେ, ଏକ ୧୨ ଚକିଆ ଟ୍ରକ୍ କେନ୍ଦୁଝର ପଟୁ ଆଇରନ୍ ବୋଝେଇ କରି ଝାରସୁଗୁଡା ପଟକୁ ଯାଉଥିବା ବେଳେ ରାସ୍ତା ମଝିରେ ହଠାତ ନିଆଁ ଲାଗିଯାଇଥିଲା । ଏହା ଦେଖି ଡ୍ରାଇଭର ଓହ୍ଲାଇ ପଡିଥିଲେ । ଚାହୁଁ ଚାହୁଁ ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ସର୍ଟ … Continue reading ରାସ୍ତା ମଝିରେ ଜଳିଗଲା ଆଇରନ୍ ବୋଝେଇ ଟ୍ରକ୍
Copy and paste this URL into your WordPress site to embed
Copy and paste this code into your site to embed