ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଆଜିଠୁ ବରିଷ୍ଠ ଆଇପିଏସ୍‌ ସମ୍ମିଳନୀ, ଉଦ୍‌ଘାଟନ କରିବେ ପୋଲିସ ଡିଜି

16/12/2021 at 9:36 AM

ଭୁବନେଶ୍ୱର ୧୬।୧୨:  ଆଜିଠାରୁ ଭୁବନେଶ୍ବରରୁ ଆରମ୍ଭ ହେଉଛି IPS ସମ୍ମିଳନୀ। ଏହି ସମ୍ମିଳନୀକୁ ଉଦଘାଟନ କରିବେ ପୋଲିସ ଡିଜି ଅଭୟ। ଭର୍ଚ୍ଚୁଆଲ ମୋଡରେ ହେବାକୁ ଥିବା ଏହି ସମ୍ମିଳନୀରେ ଅନେକ ଗୁରୁତ୍ବପୂର୍ଣ ବିଷୟରେ ଆଲୋଚନା ହେବ।

ଖବର ଅନୁଯାୟୀ, ରାଜ୍ୟରେ ନକ୍ସଲ ଦମନ, ଡଗ୍ସ ମାଫିଆଙ୍କୁ ନିପାତ ଓ ଆଇନ ଶୃଙ୍ଖଳାକୁ ଆଜିର ଏହି ସମ୍ମିଳନୀ ହେଉଛି । ଏହସବୁ ପ୍ରସଙ୍ଗ ଉପରେ  ଆଜିର ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହେବ।ବୈଠକକୁ ପୋଲିସ ଡିଜି ଅଭୟ ଉଦ୍‌ଘାଟନ କରିବାକୁ ଥିବା ବେଳେ ଅନେକ ବରିଷ୍ଠ ଆଇପିଏସ୍‌ ଯୋଗଦେବେ ।

   Related Posts