ଆଜିଠୁ ବରିଷ୍ଠ ଆଇପିଏସ୍‌ ସମ୍ମିଳନୀ, ଉଦ୍‌ଘାଟନ କରିବେ ପୋଲିସ ଡିଜି

Published By : Prameya-News7 Bureau | December 16, 2021 IST

ଭୁବନେଶ୍ୱର ୧୬।୧୨:  ଆଜିଠାରୁ ଭୁବନେଶ୍ବରରୁ ଆରମ୍ଭ ହେଉଛି IPS ସମ୍ମିଳନୀ। ଏହି ସମ୍ମିଳନୀକୁ ଉଦଘାଟନ କରିବେ ପୋଲିସ ଡିଜି ଅଭୟ। ଭର୍ଚ୍ଚୁଆଲ ମୋଡରେ ହେବାକୁ ଥିବା ଏହି ସମ୍ମିଳନୀରେ ଅନେକ ଗୁରୁତ୍ବପୂର୍ଣ ବିଷୟରେ ଆଲୋଚନା ହେବ।

ଖବର ଅନୁଯାୟୀ, ରାଜ୍ୟରେ ନକ୍ସଲ ଦମନ, ଡଗ୍ସ ମାଫିଆଙ୍କୁ ନିପାତ ଓ ଆଇନ ଶୃଙ୍ଖଳାକୁ ଆଜିର ଏହି ସମ୍ମିଳନୀ ହେଉଛି । ଏହସବୁ ପ୍ରସଙ୍ଗ ଉପରେ  ଆଜିର ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହେବ।ବୈଠକକୁ ପୋଲିସ ଡିଜି ଅଭୟ ଉଦ୍‌ଘାଟନ କରିବାକୁ ଥିବା ବେଳେ ଅନେକ ବରିଷ୍ଠ ଆଇପିଏସ୍‌ ଯୋଗଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.