IPS ଅଫିସର: ମୁଖ୍ୟମନ୍ତ୍ରୀଙ୍କୁ କରିଥିଲେ ଗିରଫ, ୨୦ ବର୍ଷରେ ୪୦ଥର ଟ୍ରାନ୍ସଫର୍

ନୂଆଦିଲ୍ଲୀ ୧୪।୧୧: IPS ଅଫିସରଙ୍କ କଥା ଆସିବାମାନେ ସାମ୍ନାକୁ ଆସିଯାଏ ଅନେକ ଦବଙ୍ଗ ଅଫିସରଙ୍କ ନାଁ । କିନ୍ତୁ ଏମିତି କିଛି ଅଫିସର ଅଛନ୍ତି ଯିଏକି ନିଜ କାମ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏପରି ଜଣେ IPS ଅଫିସର ହେଉଛନ୍ତି ଡି ରୂପା ମୋଦଗିଲ ।  ନିଜର କାମ ପାଇଁ ସେ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ । ସେ ଲେଡି ଦବଙ୍ଗ IPS ଅଫିସର ଭାବେ ପରିଚିତ । ନା ତାଙ୍କୁ ଅଟକାଇ … Continue reading IPS ଅଫିସର: ମୁଖ୍ୟମନ୍ତ୍ରୀଙ୍କୁ କରିଥିଲେ ଗିରଫ, ୨୦ ବର୍ଷରେ ୪୦ଥର ଟ୍ରାନ୍ସଫର୍