vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ମୁମ୍ବାଇ ଜିତିବା ପରେ ଖୁସିରେ ନାଚିଲେ ବିରାଟ ଆଣ୍ଡ୍ କୋ : ଭିଡିଓ ସେୟାର କଲା ଟିମ୍

22/05/2022 at 10:27 AM

ନୂଆଦିଲ୍ଲୀ ୨୨/୦୫:  ମୁମ୍ବାଇଠୁ ହାରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେ-ଅଫ୍ ସ୍ୱପ୍ନ ଭାଙ୍ଗି ଯାଇଛି । ଶନିବାର ମୁମ୍ବାଇ ଦିଲ୍ଲୀକୁ ୫ ଓ୍ୱିକେଟରେ ମାତ୍ ଦେଇଥିଲା । ଯାହା ସବୁଠାରୁ ଖୁସି ଦେଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ । କାରଣ ଦିଲ୍ଲୀ ହାରିବା ପରେ ପ୍ଲେ-ଅଫରେ ଏଣ୍ଟ୍ରି କରିଛି ଆରସିବି ।

Kohli, FaF and Maxwell

ଯଦି ଦିଲ୍ଲୀ ଏହି ମ୍ୟାଚ୍ ଜିତିଥାନ୍ତା ତେବେ ଆରସିବି ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଥାନ୍ତା । କୋହଲି ଓ ଟିମ୍ ଏହି ଲିଗ ମ୍ୟାଚରେ ମୁମ୍ବାଇକୁ ସମର୍ଥନ କରିଥିଲେ ଓ ଦିଲ୍ଲୀ ହାରିଥିଲା । ଏପରିକି ମ୍ୟାଚ୍ ବେଳେ ଆରସିବି ଖେଳାଳି ବଡ ସ୍କ୍ରିନରେ ମ୍ୟାଚ୍ ବସି ଦେଖିଥିଲେ ।

Kohli

ତେବେ ମୁମ୍ବାଇ ମ୍ୟାଚ୍ ଜିତିବା ପରେ ଖୁସି ହୋଇ ଯାଇଥିଲେ ବାଙ୍ଗାଲୋର ପ୍ଲେୟାର । ଅଧିନାୟକ ଫାପ୍ ଡୁ ପ୍ଲେସିସ୍ ଓ ଅନ୍ୟ ସମସ୍ତ ଖେଳାଳି ନାଚି ଉଠିଥିଲେ । କୋହଲିଙ୍କ ସମେତ ଅନ୍ୟ ଖେଳାଳି ଠୁମକା ଲଗାଇଥିଲେ ।

Kohli and Maxwell

ଡ୍ୟାନ୍ସ ଭିଡିଓକୁ ଆରସିବି ନିଜ ଟ୍ୱିଟର ପେଜରେ ସେୟାର କରିଛି । ଫ୍ରାଞ୍ଚାଇଜି କିଛି ଫଟୋ ବି ସେୟାର କରିଛନ୍ତି । ଫଟୋରେ ମଧ୍ୟ କୋହଲି, ଡୁପ୍ଲେସିସ, ମ୍ୟାକ୍ସଓ୍ୱେଲ ନାଚୁଥିବା ନଜର ଆସିଥିଲ । ଷ୍ଟାଫ୍ ମେମ୍ବର ମଧ୍ୟ ଖେଳାଳିଙ୍କୁ ଖୁସିରେ ସାମିଲ ହୋଇଥିଲେ ।

   Related Posts