ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

କିଏ ପିନ୍ଧିବେ ପର୍ପଲ କ୍ୟାପ୍ ? ଚହଲ ଓ ହସରଙ୍ଗାଙ୍କ ମଧ୍ୟରେ କଡା ଟକ୍କର

27/05/2022 at 12:51 PM

ନୂଆଦିଲ୍ଲୀ ୨୭/୦୫:  ଶୁକ୍ରବାର ଦ୍ୱିତୀୟ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଯେଉଁ ଟିମ୍ ଜିତିବ ସେହି ଟିମ୍ ଗୁଜୁରାଟ ଟାଇଟନ୍ସ ସହ ଫାଇନାଲ ମ୍ୟାଚ୍ ଖେଳିବ ।

ଏହି ମୁକାବିଲାରେ ସମସ୍ତଙ୍କ ନଜର ଓ୍ୱାନିନ୍ଦୁ ହସରଙ୍ଗା ଓ ୟୁଜବେନ୍ଦ୍ର ଚହଲଙ୍କ ଉପରେ ରହିବ । କାରଣ ଉଭୟ ଖେଳାଳି ପର୍ପଲ କ୍ୟାପ୍ ଦୌଡରେ ଅଛନ୍ତି । ୟୁଜବେନ୍ଦ୍ର ଚହଲ ଆଇପିଏଲ ୨୦୨୨ରେ ୨୬ଟି ଓ୍ୱିକେଟ୍ ନେଇ ସାରିଥିବା ବେଳେ ହସରଙ୍ଗା ୨୫ଟି ଓ୍ୱିକେଟ୍ ଅକ୍ତିଆର କରିଛନ୍ତି ।
ରାଜସ୍ଥାନ ରୟାଲ୍ସ ସମ୍ଭାବ୍ୟ ଟିମ୍

ସଞ୍ଜୁ ସାମସନ, ଜସ ବଟଲର, ଯଶସ୍ୱୀ ଜୟସ୍ୱାଲ, ଆର ଅଶ୍ୱିନ, ଟ୍ରେଣ୍ଟ୍ ବୋଲ୍ଟ, ସିମରନ୍ ହେଟମାୟର, ଦେବଦତ୍ତ ପଡିକଲ, ପ୍ରସିଦ୍ଧ କୃଷ୍ଣା, ୟୁଜବେନ୍ଦ୍ର ଚହଲ, ରିୟାନ ପରାଗ, କେସି କୋରିୟାପ୍ପା, ନବଦୀପ ସୈନୀ, ଅନୁନୟ ସିଂ, କରୁଣ ନାୟର, କୂଲଦୀପ ଯାଦବ, ଜେମ୍ସ ନିଶାମ, ନାଥାନ କୁଲଟର ନାଇଲ, ଡାରିଲ ମିଶେଲ ଓ କୋରାବିନ୍ ବସ୍

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ବିରାଟ କୋହଲି, ଗ୍ଲେନ୍ ମ୍ୟାକ୍ସଓ୍ୱେଲ, ମହମ୍ମଦ ସିରାଜ, ଫାପ୍ ଡୁପ୍ଲେସିସ, ହର୍ଷଲ ପଟେଲ, ବାନିନ୍ଦୁ ହସରଙ୍ଗା, ଦିନେଶ କାର୍ତ୍ତିକ, ଜୋସ୍ ହଜଲଉଡ, ଶାହବାଜ ଅହମ୍ମଦ, ଅନୁଜ ରଓ୍ୱତ, ଆକାଶ ଦୀପ, ଫିନ୍ ଏଲନ, କର୍ଣ ଶର୍ମା, ଡେବିଲ୍ ବିଲି, ରଜତ ପଟିଦାର ଓ ସିଦ୍ଧାର୍ଶ କୌଲ

   Related Posts