IPL 2020: କ୍ରିକେଟ୍ରଙ୍କ ହେବ ଅଦଳ-ବଦଳ, ଗେଲ୍, ରାହାଣେ, ତାହିର ସମେତ ତାଲିକାରେ ଅଛନ୍ତି ଏହି ସବୁ ଖେଳାଳି
13/10/2020 at 5:03 PM

ଦୁବାଇ ୧୩।୧୦: ଆଇପିଏଲର ୧୩ତମ ସଂସ୍କରଣ ମଧ୍ୟ ଭାଗରେ ଆସି ପହଞ୍ଚିଛି। ସବୁ ଦଳ ଅଧା ମ୍ୟାଚ୍ ଖେଳି ସାରିଛନ୍ତି। ନିୟମ ଅନୁଯାୟୀ ଏବେ ଖେଳାଳି ଫ୍ରାଞ୍ଚାଇଜିଙ୍କ ସହମତିରେ ଦଳ ପରିବର୍ତ୍ତନ କରି ପାରିବେ। ଆଇପିଏଲ ୧୩ର ମିଡ୍ ସିଜିନ ଟ୍ରାନ୍ସଫର ଓ୍ଵିଣ୍ଡୋ ଖୋଲି ଯାଇଛି। ଏବେ ଅନେକ ବଡ ଖେଳାଳି ଫ୍ରାଞ୍ଚାଇଜି ବଦଳାଇ ପାରିବେ।

ସଂସ୍କରଣର ମଧ୍ୟଭାଗରେ ଦଳ ବଦଳ ଆଧାରରେ କ୍ରିସ୍ ଗେଲ୍, ଆଜିଙ୍କ୍ୟ ରାହାଣେ, ନାଥନ କୁଲଟର ନାଇଲ୍ ଓ ଇମ୍ରାନ ତାହିରଙ୍କ ପରି ବଡ ଖେଳାଳି ଅନ୍ୟ ଦଳରେ ନଜର ଆସି ପାରନ୍ତି। ମିଡ୍ ସିଜିନ ଟ୍ରାନ୍ସଫର ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ୧୩, ଦିଲ୍ଲୀ କ୍ୟାପିଟାଲ୍ସର ୯, କୋଲକାତା ନାଇଟ୍ ରାଇଡର୍ସର ୧୦, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ୧୧, ସନରାଇଜର୍ସ ହାଇଦ୍ରାବାଦର ୧୩, ରାଜସ୍ଥାନ ରୟାଲଲ୍ସର ୧୧, ଚେନ୍ନାଇ ସୁପରକିଙ୍ଗ୍ସର ୧୦ ଓ କିଙ୍ଗ୍ସ ଏକାଦଶ ପଞ୍ଜାବର ୧୩ ଖେଳାଳି ରହିଛନ୍ତି।

ଚେନ୍ନାଇ ସୁପରକିଙ୍ଗ୍ସ
କେଏମ ଆସିଫ, ଇମ୍ରାନ ତାହିର, ନାରାୟଣ ଜଗଦିଶନ, କର୍ଣ୍ଣ ଶର୍ମା, ମିଚେଲ ସାଣ୍ଟନର, ମୋନୁ କୁମାର, ଋତୁରାଜ ଗାଏକଓ୍ଵାଡ, ଆର ସାଇ କିଶୋର, ଜୋଶ ହେଜଲଉଡ।
ମୁମ୍ବାଇ ଇଣ୍ଡିଆନ୍ସ
ଆଦିତ୍ୟ ତାରେ, ଅନୁକୂଳ ରୟ, ମିସେଲ ମ୍ୟାକ୍ଲେନଘାନ, ନାଥନ କୁଲଟର ନାଇଲ, ସୌରଭ ତିଓ୍ଵାରୀ, ମୋହସିନ ଖାନ, ଦିଗବିଜୟ ଦେଶମୁଖ, ପ୍ରିନ୍ସ ବଲବନ୍ତ ରାୟ, ଧବଲ କୁଲକର୍ଣ୍ଣି, ଜୟନ୍ତ ଯାଦବ, ଶେରଫେନ ରୋଦରଫୋର୍ଡ।

କିଙ୍ଗ୍ସ ଇଲେଭେନ ପଞ୍ଜାବ
ମୁଜିବ ଉର ରେହମାନ, ମୁରୁଗନ ଅଶ୍ଵିନ, ଦୀପକ ହୁଡ୍ଡା, ଇଶାନ ପୋରେଲ, ସିମରନ ସିଂହ, ତଜିନ୍ଦର ସିଂହ, ଦର୍ଶନ ନଲଖଣ୍ଡେ, କୃଷ୍ଣପ୍ପା ଗୌଥମ, ହାର୍ଡସ ଭିଲୋଜେନ, କ୍ରିସ୍ ଗେଲ୍, ହରପ୍ରୀତ ବରାଡ, ଜଗଦୀଶ ସୁଚିତ।
ସନରାଇଜର୍ସ ହାଇଦ୍ରାବାଦ
ଶ୍ରୀବତ୍ସ ଗୋସ୍ଵାମୀ, ସିଦ୍ଧାର୍ଥ କୌଲ, ଋଦ୍ଧିମାନ ଶାହା, ବିରାଟ ସିଂହ, ବାଭନକା ସନ୍ଦୀପ, ଫ୍ୟାବିଲ ଏଲନ, ବାସିଲ ଥମ୍ପି, ବିଲି ଷ୍ଟାନଲେକ, ମହମ୍ମଦ ନବି, ଶାହବାଜ ନଦିମ।

କୋଲକାତା ନାଇଟ୍ ରାଇଡର୍ସ
ଟମ ବେଣ୍ଟନ, ନିଖିଲ ନାଇକ, ଅଲି ଖାନ, ପ୍ରସିଦ୍ଧ କୃଷ୍ଣପ୍ପା, ରିଙ୍କୁ ସିଂହ, ସନ୍ଦୀପ ଓ୍ଵାରିୟର, ସିଦ୍ଧେଶ ଲାଡ୍, କ୍ରିସ୍ ଗ୍ରୀନ, ଏମ ସିଦ୍ଧାର୍ଥ।
ରାଜସ୍ଥାନ ରୟାଲ୍ସ
ବରୁଣ ଆରୋନ, ଓଶେନ ଥୋମାସ, ଅନିରୁଦ୍ଧ ଯୋଶୀ, ଆଣ୍ଡ୍ର୍ୟୁ ଟାଇ, ଆକାଶ ସିଂହ, ଅନୁଜ ରାଓ୍ଵତ, ମୟଙ୍କ ମାର୍କେଣ୍ଡେୟ, ମନନ ଭୋରା, ଶଶାଙ୍କ ସିଂହ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
ଯୋଶ ଫିଲିପ୍, ଡେଲ ଷ୍ଟେନ, ଶାହବାଜ ଅହମ୍ମଦ, ପବନ ଦେଶପାଣ୍ଡେ, ଆଡମ ଜାମ୍ପା, ମୋଇନ ଅଲ୍ଲୀ, ମହମ୍ମଦ ସିରାଜ, ପାର୍ଥିବ ପଟେଲ, ପବନ ନେଗି, ଉମେଶ ଯାଦବ।
ଦିଲ୍ଲୀ କ୍ୟାପିଟାଲ୍ସ
ଆଜିଙ୍କ୍ୟ ରାହାଣେ, କିମୋ ପଲ୍, ସନ୍ଦୀପ ଲାମିଛାନେ, ଆଲେକ୍ସ କେରି, ଅଭେଶ ଖାନ, ଲଳିତ ଯାଦବ, ଡ୍ୟାନିଏଲ ସାମ୍ସ, ତୁଷାର ଦେଶପାଣ୍ଡେ, ମୋହିତ ଶର୍ମା।