କୋଲକାତା: ରବିବାର ଖେଳା ଯାଉଥିବା ଡବଲ ହେଡରର ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ୍ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ। କେକେଆର ବୋଲରଙ୍କ ଶାଣିତ ବୋଲିଂ ଯୋଗୁଁ ଏଲଏସଜି ଶେଷ ଆଡକୁ ବିସ୍ଫୋରକ ବ୍ୟାଟିଂ କରିବାରେ ବିଫଳ ହୋଇ ୭ ଓ୍ଵିକେଟ୍ ହରାଇ ୧୬୧ ରନ କରିଛି। ନିକୋଲାସ ପୂରନ ୪୫ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଅଧିନାୟକ କେଏଲ ରାହୁଲ ୩୯ ରନ କରିଥିବା ବେଳେ ଆୟୂଷ ବୋଦନୀ ୨୯ ରନ କରିଛନ୍ତି। କୋଲକାତା ସମ୍ମୁଖରେ ୧୬୨ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ମିଚେଲ ଷ୍ଟାର୍କ ୨୮ ରନ ଦେଇ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି।
ବିଜେପି ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତିଙ୍କୁ ଦୁର...
