IPL 2023: ଟୁର୍ଣ୍ଣାମେଣ୍ଟରେ ଚମକିଲେ ଶୁଭମନ, ହାସଲ କଲେ ଅରେଞ୍ଜ କ୍ୟାପ୍‌

ଅହମ୍ମଦାବାଦ ୩୦।୦୫ : ଶେଷ ହେଲା ଆଇପିଏଲ୍‌ ୨୦୨୩ । ଏହି ୧୬ ତମ ସିଜିନ୍‌ରେ ଚମ୍ପିଆନ୍‌ ହୋଇଛି ଚେନ୍ନାଇ ସୁପର କିଙ୍ଗସ । ବିରୋଧୀ ଗୁଜରାଟ ଟାଇଟନ୍ସଙ୍କୁ ୫ ଓ୍ୱିକେଟ୍‌ରେ ଦେଲା ମାତ୍‌ । ୨୦୨୩ରେ ନୂଆ ଚମ୍ପିଆନ୍‌ ସାଜିଛି ଚେନ୍ନାଇ ସୁପର କିଙ୍ଗସ । ତେବେ ପୁରା ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ଭାବେ ଅରେଞ୍ଜ୍‌ କ୍ୟାପ ହାସଲ କରିଛନ୍ତି ଶୁଭମନ୍‌ ଗିଲ୍‌ । ଗୁଜରାଟ ଟାଇଟନ୍ସ ଓପନର ଶୁଭମନ ଗିଲ୍‌ ଚଳିତ ବର୍ଷ ଆଇପିଏଲ୍‌ରେ … Continue reading IPL 2023: ଟୁର୍ଣ୍ଣାମେଣ୍ଟରେ ଚମକିଲେ ଶୁଭମନ, ହାସଲ କଲେ ଅରେଞ୍ଜ କ୍ୟାପ୍‌