ବୈପାରୀଗୁଡା IOBରେ ବଡ ଧରଣର ଠକେଇ, ୮୦ଲକ୍ଷ ଟଙ୍କା ହଡପ ଅଭିଯୋଗରେ କ୍ୟାସିୟର ଗିରଫ
22/08/2022 at 4:21 PM

ଜୟପୁର ୨୨।୮: କୋରାପୁଟ ବୈପାରୀଗୁଡା ସ୍ଥିତ ଆଇଓବି ଶାଖାରେ ବଡ ଧରଣର ଠକେଇ । ଚଞ୍ଚକତା କରି ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ହଡପ କରିନେଲେ ସେହି ବ୍ୟାଙ୍କର କ୍ୟାସିୟର । ଅଭିଯୁକ୍ତ କ୍ୟାସିୟର ସନ୍ତୋଷ କୁମାର ଦୋରା ବୈପାରୀଗୁଡା ପୋଲିସ ଦ୍ବାରା ଗିରଫ ହୋଇଛନ୍ତି । ପୋଲିସ ଓ ସ୍ବତନ୍ତ୍ର ଅଡିଟ୍ ଟିମ୍ ବ୍ୟାଙ୍କରେ ଅଧିକ ଛାନଭିନ କରୁଛି । ଅଭିଯୁକ୍ତଠାରୁ ଅନେକ ବ୍ୟାଙ୍କ୍ର ପାସବୁକ୍ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ପୋଲିସ ।
Related Posts
କାଳେସୀ ଲାଗି ପାଣିକୁ ଡେଇଁଲେ ବୃଦ୍ଧ, ଚାଲିଗଲା ଜୀବନ
28 January 2023