suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୈପାରୀଗୁଡା IOBରେ ବଡ ଧରଣର ଠକେଇ, ୮୦ଲକ୍ଷ ଟଙ୍କା ହଡପ ଅଭିଯୋଗରେ କ୍ୟାସିୟର ଗିରଫ

22/08/2022 at 4:21 PM

ଜୟପୁର ୨୨।୮: କୋରାପୁଟ ବୈପାରୀଗୁଡା ସ୍ଥିତ ଆଇଓବି ଶାଖାରେ ବଡ ଧରଣର ଠକେଇ । ଚଞ୍ଚକତା କରି ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ହଡପ କରିନେଲେ ସେହି ବ୍ୟାଙ୍କର କ୍ୟାସିୟର । ଅଭିଯୁକ୍ତ କ୍ୟାସିୟର ସନ୍ତୋଷ କୁମାର ଦୋରା ବୈପାରୀଗୁଡା ପୋଲିସ ଦ୍ବାରା ଗିରଫ ହୋଇଛନ୍ତି । ପୋଲିସ ଓ ସ୍ବତନ୍ତ୍ର ଅଡିଟ୍ ଟିମ୍ ବ୍ୟାଙ୍କରେ ଅଧିକ ଛାନଭିନ କରୁଛି । ଅଭିଯୁକ୍ତଠାରୁ ଅନେକ ବ୍ୟାଙ୍କ୍‌ର ପାସବୁକ୍ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ପୋଲିସ ।

   Related Posts