AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଓଲଟିଲା ରାଉରକେଲା ଯାତ୍ରୀବାହୀ ବସ୍‌: ଜଣେ ମୃତ, ୭ ଆହତ

3/03/2020 at 3:42 PM

ରାଉରକେଲା୩/୩: ଓଲଟିଲା ଯାତ୍ରୀବାହୀ ବସ୍। ରାଉରକେଲା ଯାତ୍ରୀବାହୀ ବସ୍‌ ଓଲଟି ଜଣେ ମୃତ, ୭ ଆହତ ହୋଇଛନ୍ତି। ରାଉରକେଲାରୁ ବିରମିତ୍ରପୁର ଅଭିମୁଖେ ରାହୁଲ ରୋହନ ନାମକ ବସ୍‌ ଯାଉଥିଲା। ଯିବା ବାଟରେ ଠିକ୍ କୁମଝରିଆ ନିକଟରେ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ  ବସ୍ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଲରେ ସ୍ଥାନୀୟ ଲୋକେ ଏକାଠି ହୋଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

   Related Posts