ସେନା ଏକତ୍ରୀକରଣ ଦିଗରେ ପଦକ୍ଷେପ; ନାଭି ଓ ଏୟାରଫୋର୍ସରେ ମୁତୟନ ହେବେ ଆର୍ମି ଅଧିକାରୀ
ନୂଆଦିଲ୍ଲୀ: ତିନି ଭାରତୀୟ ସେନା ଏକାଠି ହେବେ। ଏକତ୍ରୀକରଣ ଦିଗରେ ବଡ଼ ପଦକ୍ଷେପ ନିଆଯାଉଛି । ଗତ ସପ୍ତାହରେ କିଛି ଆର୍ମି ଅଧିକାରୀଙ୍କୁ ବାୟୁସେନା ଓ ନୌସେନାରେ ସାମିଲ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ରହ୍ମୋସ ମିସାଇଲ ୟୁନିଟର ଅଧିକାରୀ, ଏୟାରଫୋର୍ସ ଓ ନାଭିର ଯୁଦ୍ଧପୋତରେ ମୁତୟନ ହେବେ । ସଂଯୁକ୍ତ ଫୋର୍ସ ପ୍ରସ୍ତୁତ କରିବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଆଦେଶ ମେଜର ଓ … Continue reading ସେନା ଏକତ୍ରୀକରଣ ଦିଗରେ ପଦକ୍ଷେପ; ନାଭି ଓ ଏୟାରଫୋର୍ସରେ ମୁତୟନ ହେବେ ଆର୍ମି ଅଧିକାରୀ
Copy and paste this URL into your WordPress site to embed
Copy and paste this code into your site to embed