କଟକ ଗଡଗଡିଆ ମନ୍ଦିର ନିକଟରେ ଉନ୍ମୋଚିତ ହେଲା ପଦ୍ମଶ୍ରୀ ଡଃ ସଚ୍ଚି ରାଉତରାୟଙ୍କ ବ୍ରୋଞ୍ଜ ନିର୍ମିତ ପ୍ରତିମୂର୍ତ୍ତୀ
1/09/2018 at 2:59 PM

କଟକ ୧|୯: କଟକ ଗଡଗଡିଆ ଘାଟ ମନ୍ଦିର ନିକଟରେ ଉନ୍ମୋଚିତ ହୋଇଛି ସହିତ୍ୟିକ ତଥା ପଦ୍ମଶ୍ରୀ ଡଃ ସଚ୍ଚି ରାଉତରାୟଙ୍କ ପ୍ରତିମୂର୍ତ୍ତୀ । ଏହି ପ୍ରତିମୂର୍ତ୍ତୀକୁ ବ୍ରୋଞ୍ଜରେ ନିର୍ମିତ କରାଯାଇଛି । ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ପ୍ରତିମୂର୍ତ୍ତିୀ । ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ଏହାକୁ ଉନ୍ମୋଚନ କରିଛନ୍ତି । ଭାଷା ସାହିତ୍ୟକୁ ବଞ୍ଚାଇବାରେ ସଚ୍ଚି ରାଉତରାୟଙ୍କର ବେଶ୍ ଅବଦାନ ଥିଲା ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଆଗାମୀ ଦିନରେ କଟକରେ ଆହୁରି ଅନେକ ବରପୂତ୍ରଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରାଯିବ ବୋଲି ସଂସ୍କୃତି ମନ୍ତ୍ରୀ ସୂଚନା ଦେଇଛନ୍ତି ।
Related Posts
ଗୃହରେ ସ୍ପଷ୍ଟ କଲେ ନବୀନ, କହିଲେ- ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ
3 October 2023