previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧର୍ମଗଡ : ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା, ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି
  • ||
  • ମୋହନା : ଲଗାଣ ବର୍ଷାରେ ବୃଦ୍ଧି ପାଇଲା ହରଭଙ୍ଗୀ ନଦୀର ଜଳସ୍ତର, ୪ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ସାନଖେମୁଣ୍ଡି : କୂଅରେ ପଡିଲା ଜଙ୍ଗଲୀ ବାରହା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପୁରୀ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ : ଭାସିଯାଇ ଯୁବତୀଙ୍କ ମୃତ୍ୟୁ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ଶିଶୁ ସମେତ ୩ ଆହତ
  • ||
  • ସମ୍ବଲପୁର : ବ୍ରେକ୍ ଫେଲ୍ ହେଲା ଚଳନ୍ତା ବସ୍‌, ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା
  • ||
  • କାମାକ୍ଷାନଗର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • ବିହାରରେ ବଦଳିବ ରାଜନୈତିକ ସମୀକରଣ : କଂଗ୍ରେସ-ଆରଜେଡି ସମର୍ଥନରେ ସରକାର ଗଢିବେ ନୀତିଶ !
  • ||
  • ଜୟପୁର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • କଣ୍ଟାବାଞ୍ଜି : ଗାଁ ନିକଟ ମହୁଲ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ନା’ ହତ୍ୟା ଅସ୍ପଷ୍ଟ
  • ||

ଭାରତରେ କରୋନାର BA.4 ଏବଂ BA.5 ଭାରିଆଣ୍ଟ ଚିହ୍ନଟ ନେଇ ସ୍ପଷ୍ଟ କଲା INSACOG, ଜାଣନ୍ତୁ କେତେ ବିପଦଜ୍ଜନକ

22/05/2022 at 10:03 PM

ନୂଆଦିଲ୍ଲୀ: ଇଣ୍ଡିଆନ ସାର୍ସ କୋଭ-2 ଜିନୋମିକ୍ସ କନସୋର୍ଟିୟମ (INSACOG) ରବିବାର ଭାରତରେ କରୋନା ଭାଇରାସର BA.4 ଏବଂ BA.5 ଭାରିଆଣ୍ଟ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛି । ଏହାର ପ୍ରଥମ ମାମଲା ତାମିଲନାଡୁରୁ ଏବଂ ଦ୍ୱିତୀୟ ମାମଲା ତେଲେଙ୍ଗାନାରୁ ଚିହ୍ନଟ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, BA.4 ଏବଂ BA.5 ଏହି ଦୁଇ ଓମିକ୍ରନର ଭାରିଆଣ୍ଟର ସବ ଭାରିଆଣ୍ଟ। ଚଳିତ ବର୍ଷ ଭାରତରେ କରୋନାର ଓମିକ୍ରମ ଭାରିଆଣ୍ଟ ଯୋଗୁଁ ଭୂତାଣୁର ପ୍ରକୋପ ଦେଖିବିବାକୁ ମିଳିଥିଲା।

ଉଲ୍ଲେଖଯୋଗ୍ୟ ଯେ, ଭାରତରେ ଓମିକ୍ରନ ଭାରିଆଣ୍ଟ BA.4ର ପ୍ରଥମ ମାମଲା ଚିହ୍ନଟ ହେବା ପରେ କରୋନା ଉପରେ ରୋକ ଲଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ରିପୋର୍ଟ ଅନୁସାରେ ଓମିକ୍ରନର BA.4 ପ୍ରତାଜିର ଲକ୍ଷଣ ଏବଂ ପ୍ରକୃତି BA.2 ଭାରିଆଣ୍ଟ ସହ ସମାନ। ଜିନୋମ ସିକ୍ୱେନ୍ସିଂ ଜରିଆରେ କରୋନାର ପ୍ରକୃତି ଯାଞ୍ଚ କରୁଥିବା ସଂସ୍ଥା INSACOG ଅନୁସାରେ ଭାରତରେ ଓମିକ୍ରନର ଭାରିଆଣ୍ଟ BA.4 ଚିହ୍ନଟ ହେବା ଆଶ୍ଚର୍ଯ୍ୟକର। ଯଦିଓ ଭାଇରସର ଏହି ପ୍ରଜାତି BA.2 ସହ ସମାନତା ରହିଛି। ଏହାର ଲକ୍ଷଣ ଏବଂ ସଂକ୍ରମିତ ରୋଗୀଙ୍କ ଇମ୍ୟୁନିଟିକୁ କ୍ଷତି ପହଞ୍ଚାଇବାରେ ଦୁହିଁଙ୍କ ପ୍ରକ୍ରିୟା ସମାନ। ତେବେ ଏହା ଓମିକ୍ରନର XE ଭାରିଆଣ୍ଟ ଠାରୁ ଭିନ୍ନ।

NSACOGର ରିସର୍ଚ୍ଚ ଅନୁସାରେ ଓମିକ୍ରନ BA.4 ଭାରିଆଣ୍ଟରୁ ସୁରକ୍ଷା ପାଇଁ ବୁଷ୍ଟର ଡୋଜ ଜରୁରୀ। ବୁଷ୍ଟର ଡୋଜ ଓମିକ୍ରନ ଭାରିଆଣ୍ଟ ବିରୁଦ୍ଧରେ ଶକ୍ତ ଆଣ୍ଟିବଡି ସୃଷ୍ଟି କରି ଶରୀରକୁ ଅଧିକ ସୁରକ୍ଷା ପ୍ରଦାନ କରିଥିଲା।

   Related Posts