ବଢୁଛି ଅନୁପଙ୍କ ଅଡୁଆ : ହତ୍ୟାକାଣ୍ଡରେ ବୋଲେରୋ ସହ ବ୍ୟବହାର ହୋଇଥିଲା ଇନୋଭା

Published By : Prameya-News7 Bureau | February 17, 2020 IST

ରାୟଗଡ଼ ୧୭/୨: ଛତିଶଗଡ଼ରେ ମା ଝିଅ ଡବଲ ମର୍ଡର ଘଟଣାରେ ଅନୁପ ସାଏଙ୍କ ପାଦ ତଳୁ ମାଟି ଖସି ଖସି ଯାଉଛି।ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି।ଗତ ଶୁକ୍ରବାର ରାତିରେ ପୂର୍ବତନ ବିଧାୟକ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଛତିଶଗଡ଼  ପୋଲିସ ଉଠାଇବା ପରେ ତା ଠାରୁ ସତ ଓଗାଳିବା ପରର ସନ୍ଦେହ ଘେରକୁ ଆସିଛି ଅନୁପଙ୍କ ଆଉ ଏକ ଇନୋଭା କାର।ପୋଲିସର ଜେରା ସମୟରେ ବର୍ଦ୍ଧନ ଦୁଇଟି ଗାଡି ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା କହିଥିଲା।

{"id":225420,"sizeSlug":"large"}

ଏହା କହିବା ପରେ ଅନୁପ ସାଏଙ୍କ ଅନ୍ୟ ଇନୋଭା ସନ୍ଦେହ ଘେରକୁ ଆସିଛି।ପ୍ରଥମେ ଅନୁପ ସାଏ ଏକ ବୋଲେରୋ ବ୍ୟବହାର କହିଥିଲେ।or 02 ay 8596 ନମ୍ବର ବୋଲେରୋ slx ସାମିଲ ଥିବା ପୂର୍ବରୁ ଅନୁପ ମାନି ଥିବାବେଳେ ଏବେ ତାଙ୍କ ଇନୋଭା ନମ୍ବର od02v 9744 ସନ୍ଦେହ ଘେରକୁ ଆସିଲା।

{"id":225421,"sizeSlug":"large"}

ଛତିଶଗଡ଼ ପୋଲିସ ପାଇଁ ବର୍ତ୍ତମାନ ଚ୍ୟାଲେଞ୍ଜ ହୋଇଛି। ତେଣୁ ଏହି ଇନୋଭା ସାମିଲ ଅଛି କି? ଏଭଳି ପ୍ରଶ୍ନ ଉଠୁଥିବା ବେଳେ ଆଇନଜୀବୀ କିନ୍ତୁ ଭିନ୍ନ କଥା କହୁଛନ୍ତି।ଛତିଶଗଡ଼ ପୋଲିସ ତଦନ୍ତକୁ ଯେତେ ସମୟ ମିଳିଲା ପୋଲିସ ଅନୁପଙ୍କୁ ଗିରଫ କରିଵାରେ ବିଳମ୍ବ କରିବାରୁ ପ୍ରମାଣ ନଷ୍ଟ କରିବାକୁ ସମୟ ମିଳିଲା ବୋଲି କହିଛନ୍ତି।

{"id":225422,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.