AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ବଢୁଛି ଅନୁପଙ୍କ ଅଡୁଆ : ହତ୍ୟାକାଣ୍ଡରେ ବୋଲେରୋ ସହ ବ୍ୟବହାର ହୋଇଥିଲା ଇନୋଭା

17/02/2020 at 12:07 PM

ରାୟଗଡ଼ ୧୭/୨: ଛତିଶଗଡ଼ରେ ମା ଝିଅ ଡବଲ ମର୍ଡର ଘଟଣାରେ ଅନୁପ ସାଏଙ୍କ ପାଦ ତଳୁ ମାଟି ଖସି ଖସି ଯାଉଛି।ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି।ଗତ ଶୁକ୍ରବାର ରାତିରେ ପୂର୍ବତନ ବିଧାୟକ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଛତିଶଗଡ଼  ପୋଲିସ ଉଠାଇବା ପରେ ତା ଠାରୁ ସତ ଓଗାଳିବା ପରର ସନ୍ଦେହ ଘେରକୁ ଆସିଛି ଅନୁପଙ୍କ ଆଉ ଏକ ଇନୋଭା କାର।ପୋଲିସର ଜେରା ସମୟରେ ବର୍ଦ୍ଧନ ଦୁଇଟି ଗାଡି ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା କହିଥିଲା।

ଏହା କହିବା ପରେ ଅନୁପ ସାଏଙ୍କ ଅନ୍ୟ ଇନୋଭା ସନ୍ଦେହ ଘେରକୁ ଆସିଛି।ପ୍ରଥମେ ଅନୁପ ସାଏ ଏକ ବୋଲେରୋ ବ୍ୟବହାର କହିଥିଲେ।or 02 ay 8596 ନମ୍ବର ବୋଲେରୋ slx ସାମିଲ ଥିବା ପୂର୍ବରୁ ଅନୁପ ମାନି ଥିବାବେଳେ ଏବେ ତାଙ୍କ ଇନୋଭା ନମ୍ବର od02v 9744 ସନ୍ଦେହ ଘେରକୁ ଆସିଲା।

ଛତିଶଗଡ଼ ପୋଲିସ ପାଇଁ ବର୍ତ୍ତମାନ ଚ୍ୟାଲେଞ୍ଜ ହୋଇଛି। ତେଣୁ ଏହି ଇନୋଭା ସାମିଲ ଅଛି କି? ଏଭଳି ପ୍ରଶ୍ନ ଉଠୁଥିବା ବେଳେ ଆଇନଜୀବୀ କିନ୍ତୁ ଭିନ୍ନ କଥା କହୁଛନ୍ତି।ଛତିଶଗଡ଼ ପୋଲିସ ତଦନ୍ତକୁ ଯେତେ ସମୟ ମିଳିଲା ପୋଲିସ ଅନୁପଙ୍କୁ ଗିରଫ କରିଵାରେ ବିଳମ୍ବ କରିବାରୁ ପ୍ରମାଣ ନଷ୍ଟ କରିବାକୁ ସମୟ ମିଳିଲା ବୋଲି କହିଛନ୍ତି।

   Related Posts