ଡ଼େରାବିଶରେ ନିଆରା ଅଭିଯାନ,ଶିକ୍ଷକ ଓ ଛାତ୍ର ଆରମ୍ଭ କଲେ ବହି ପଢ଼ା .
Published By : Prameya-News7 Bureau | August 30, 2018 IST
ଭୁବନେଶ୍ଵର;୩୦/୦୮-କେନ୍ଦ୍ରାପଡ଼ାର ଡ଼େରାବିଶ ବ୍ଲକରେ ସବୁ ବିଦ୍ୟାଳୟରେ ଛାତ୍ରମାନଙ୍କ ସହ ମିଶି ଶିକ୍ଷକ ପଢ଼ୁଛନ୍ତି ବହି,ପଠନଶୀଳତା ଜାରି ରଖିଲେ ସାରା ବ୍ଲକର ସବୁ ବିଦ୍ୟାଳୟ.