ନୂଆଦିଲ୍ଲୀ: ୫ ଅଗଷ୍ଟ ୨୦୨୩ରେ ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିଥିଲେ କେନ୍ଦ୍ର ସରକାର। ଇତିହାସରେ ଯେଉଁଭଳି ଏହି ଧାରା ଲାଗୁ ହୋଇଥିଲା ଠିକ୍ ସେହିଭଳି ଏହାର ଉଚ୍ଛେଦ କଲେ କେନ୍ଦ୍ରର ମୋଦୀ ସରକାର। ଧାରା ଉଚ୍ଛେଦ କରିବା ପୂର୍ବରୁ ପୂର୍ବ ପ୍ରସ୍ତୁତି ମୁତାବକ ବିପୁଳ ସେନା ମୁତୟନ ହେଲା, ବିଚ୍ଛିନ୍ନତାବାଦୀ ନେତାଙ୍କ ଗୃହବନ୍ଦୀ କରାଗଲା। ତା’ପରେ ସଂସଦରେ ଆଲୋଚନା ହେବା ସହିତ ରାଷ୍ଟ୍ରପତିଙ୍କ ଦସ୍ତଖତରେ ଧାରା ଉଠିଲା। ଜାମ୍ମୁ-କାଶ୍ମୀର ଓ ଲଦାଖକୁ ଦୁଇ ଟି କେନ୍ଦ୍ର … Continue reading କମିଛି ଅନୁପ୍ରବେଶ, ବିଛିନ୍ନତାବାଦୀ ଆନ୍ଦୋଳନ ସମ୍ପୂର୍ଣ୍ଣ ବନ୍ଦ, କେତେ ବଦଳିଛି ଜାମ୍ମୁ-କାଶ୍ମୀର ପରିସ୍ଥିତ? କୋର୍ଟଙ୍କୁ ସୂଚନା ଦେଲେ କେନ୍ଦ୍ର ସରକାର
Copy and paste this URL into your WordPress site to embed
Copy and paste this code into your site to embed