ଡଷ୍ଟବିନରେ ନବଜାତ ଶିଶୁର ମୃତଦେହ
20/05/2018 at 7:08 AM

ବାରିପଦା ସହର ର କଚେରୀ ମାର୍କେଟ ନିକଟସ୍ଥ ଦଷ୍ଟବିନରୁ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର। ସକାଳୁ ଲୋକେ ଏକ ଶିଶୁର ମୃତ ଶରୀର ପଡିଥିବାର ଦେଖି ପୋଲିସ କୁ ଖବର ଦେଇଥଲେ। ଶିଶୁଟିକୁ କିଏ ଓ କେଉଁ ପରିସ୍ଥିତିରେ ଏଠାରେ ଭିଙ୍ଗିଛନ୍ତି ତାହା ଜଣାପଡିନାହିଁ । ଘଟଣା ସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି |