ରାସ୍ତାରୁ ନବଜାତକର ମୃତଦେହ ଉଦ୍ଧାର : ବ୍ରହ୍ମପୁର
14/05/2018 at 8:37 AM

ବ୍ରହ୍ମପୁର ଅଶୋକନଗର ଦ୍ୱିତୀୟ ଲେନ ଗଳି ଭିତରେ ଏକ ପଲିଥିନ ଭିତରେ ନବଜାତ ଶିଶୁର ମୃତଦେହ ରାସ୍ତା ଉପରେ ପଡିଥିବାର ଦେଖିବାକୁ ମିଳିଛି … ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି …
Related Posts
ଜେଲ୍ରୁ ମୁକୁଳିବେ ଅର୍ଚ୍ଚନା ନାଗ ! ଇଡି ମାମଲାରେ ମିଳିଲା ଜାମିନ
4 December 2023
ଭୀମଭୋଇ ମେଡିକାଲ କଲେଜ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, କାରଣ ଖୋଜୁଛି ପୋଲିସ
4 December 2023