ଭାରତୀୟ ରେଳବାଇ ପକ୍ଷରୁ ଶନିବାର ୭୦୯ ଟ୍ରେନ୍ ବାତିଲ୍, ତାଲିକାରେ ରହିଛି ଏହିସବୁ ଟ୍ରେନ୍

Published By : Prameya-News7 Bureau | March 21, 2020 IST

ନୂଆଦିଲ୍ଲୀ ୨୧।୩: ଭାରତୀୟ ରେଳବାଇ ପକ୍ଷରୁ ପ୍ରତିଦିନ କୌଣସି କାରଣରୁ ଶହ ଶହ ଟ୍ରେନ୍ ବାତିଲ୍ କରାଯାଇଥାଏ । ଯେଉଁଥିରେ ଏକ୍ସପ୍ରେସ୍, ପାସେଞ୍ଜର ଏବଂ ସ୍ପେଶାଲ ଟ୍ରେନ୍ ସାମିଲ ରହିଥାଏ । ଫଳରେ ଟ୍ରେନ୍ ରେ ଯାତ୍ରା କରିବା ପୂର୍ବରୁ ବାତିଲ୍ କରାଯାଇଥିବା ଟ୍ରେନ୍ ଗୁଡିକର ତାଲିକା ଦେଖିନେବା ଜରୁରୀ ।

ମାର୍ଚ୍ଚ ୨୧ ତାରିଖରେ ପ୍ରାୟ ୭୦୯ ଟ୍ରେନ୍ ବାତିଲ୍ କରାଯାଇଛି । ଏଗୁଡିକ ମଧ୍ୟରେ ୫୮୪ ଟ୍ରେନ୍ କୁ ସଂପୂର୍ଣ୍ଣ ଭାବେ ବାତିଲ୍ କରାଯାଇଥିବା ବେଳେ ୧୨୫ ଟ୍ରେନ୍ କୁ ଆଂଶିକ ଭାବେ ବାତିଲ୍ କରାଯାଇଛି ।

ଏହା ବ୍ୟତୀତ କେତେକ ଟ୍ରେନ୍ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଚାଲୁଛି । ତେଣୁ ରେଳ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନେ ହେଲ୍ପଲାଇନ୍ ନଂ ୧୩୯ ମାଧ୍ୟମରେ ମଧ୍ୟ ଟ୍ରେନ୍ ସମ୍ବନ୍ଧୀୟ ସୂଚନା ପାଇପାରିବେ ।

ଏହା ବ୍ୟତୀତ ରେଳ ବିଭାଗର ଓ୍ବେବସାଇଟ୍ enquiry.indianrail.gov.in ମାଧ୍ୟମରେ ମଧ୍ୟ ଲିଷ୍ଟ ଦେଖିପାରିବେ । ଏହା ବ୍ୟତୀତ NTES ମୋବାଇଲ୍ ଆପ୍ ମାଧ୍ୟମରେ ସୂଚନା ପାଇପାରିବେ ।

କିଛି ପ୍ରମୁଖ ଟ୍ରେନ୍ ଗୁଡିକର ତାଲିକା ଯାହା ସଂପୂର୍ଣ୍ଣ ଏବଂ ଆଂଶିକ ଭାବେ ବାତିଲ କରାଯାଇଛି-

{"id":241695,"sizeSlug":"large"}
{"id":241696,"sizeSlug":"large"}
{"id":241697,"sizeSlug":"large"}
{"id":241698,"sizeSlug":"large"}
{"id":241699,"sizeSlug":"large"}
{"id":241700,"sizeSlug":"large"}
{"id":241701,"sizeSlug":"large"}
{"id":241702,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.