ଭାରତୀୟ ହୋଟେଲ ଶିଳ୍ପ ପାଇଁ ବଡ଼ କ୍ଷତି, ଚାଲିଗଲେ ସରୋବର ହୋଟେଲର ସଂସ୍ଥାପକ
10/06/2023 at 12:27 PM

ମୁମ୍ୱାଇ ୧୦/୦୬:ଜଣାଶୁଣା ହୋଟେଲ୍ ବ୍ୟବସାୟୀଙ୍କ ପରଲୋକ । ତାଙ୍କ ବିୟୋଗରେ ବ୍ୟବସାୟୀ ଜଗତରେ ଶୋକର ଛାୟା । ମୃତ ହୋଟେଲିୟାର ଜଣଙ୍କ ହେଉଛନ୍ତି ଅନୀଲ ମେଧୋକ । ତାଙ୍କ ମୃତ ପରେ ଭାରତୀୟ ହୋଟେଲ ଶିଳ୍ପ ପାଇଁ ବଡ଼ କ୍ଷତି ହୋଇଛି ।
ଖୁବ୍ କମ୍ ବୟସରେ ସୋ ହାସଲ କରିଥିଲେ ସଫଳତା । ସରୋବର ହୋଟେଲରୁ ବ୍ୟବସାୟ ଆରମ୍ଭ କରିଥିବା ଏହା ଏବେ ଭାରତର ଅଗ୍ରଣୀ ହୋଟେଲ ଚେନ୍ରେ ପରିଣତ ହୋଇଥିଲା । ମାଧୋକ ଜଣେ ଉଚ୍ଚ ସିଦ୍ଧାନ୍ତ ଓ ବ୍ୟବସାୟରେ ଥିଲେ ଖୁବ୍ ବିଚକ୍ଷଣ । ତାଙ୍କର ଦେହାନ୍ତ ପରେ ଭାରତୀୟ ହୋଟେଲ୍ ଶିଳ୍ପରେ ଏକ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।