ହକି ବିଶ୍ୱକପ୍ ୨୦୨୩ : ଶୁକ୍ରବାର ଭାରତ-ସ୍ପେନ୍ ମଧ୍ୟରେ ପ୍ରଥମ ମ୍ୟାଚ୍, ଅମିତ ରୋହିଦାସଙ୍କ ଉପରେ ସମସ୍ତଙ୍କ ନଜର
12/01/2023 at 4:34 PM

ସୁନ୍ଦରଗଡ଼ ୧୨/୦୧: ଆସନ୍ତାକାଲି ବା ଶୁକ୍ରବାର ରାଉରକେଲାରେ ଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭାରତ ଓ ସ୍ପେନ ମଧ୍ୟରେ ପୁରୁଷ ହକି ବିଶ୍ୱକପ୍ ୨୦୨୩ର ପ୍ରଥମ ମ୍ୟାଚ ହେବାକୁ ଯାଉଛି। ଏନେଇ ସମସ୍ତଙ୍କ ନଜର ରହିଛି ୨ ଓଡ଼ିଆ ଖେଳାଳିଙ୍କ ପ୍ରଦର୍ଶନ ଉପରେ ରହିଛି। ଉପଅଧିନାୟକ ଭାବେ ଭାରତୀୟ ହକି ଟିମ୍ରେ ଓଡ଼ିଆ ଖେଳାଳି ଅମିତ୍ ରୋହିଦାସ ସ୍ଥାନ ପାଇଛନ୍ତି।
ସୂଚନାଥାଉକି, ଟୋକିଓ ଅଲମ୍ପିକ୍ସ ସମୟରେ ସେ ବହୁତ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ଶୁକ୍ରବାର ପୁରୁଷ ହକି ୱାର୍ଲ୍ଡକପ୍ର ପ୍ରଥମ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିବା ସହିତ ଭାରତକୁ ଚାମ୍ପିଅନ କରିବେ ବୋଲି ଅମିତଙ୍କ କୋଚ୍ ବିଜୟ ଲାକ୍ରା ଆଶା ରଖିଛନ୍ତି।
Related Posts
ମହୁଲ ଗଛରୁ ମିଳିଲା ଯୁବତୀଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ
7 February 2023
କଟକରେ ଜିଏସ୍ଟି ରେଡ୍, ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ
7 February 2023
ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର
7 February 2023