AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ହକି ବିଶ୍ୱକପ୍‌ ୨୦୨୩ : ଶୁକ୍ରବାର ଭାରତ-ସ୍ପେନ୍‌ ମଧ୍ୟରେ ପ୍ରଥମ ମ୍ୟାଚ୍‌, ଅମିତ ରୋହିଦାସଙ୍କ ଉପରେ ସମସ୍ତଙ୍କ ନଜର

12/01/2023 at 4:34 PM

ସୁନ୍ଦରଗଡ଼ ୧୨/୦୧: ଆସନ୍ତାକାଲି ବା ଶୁକ୍ରବାର ରାଉରକେଲାରେ ଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭାରତ ଓ ସ୍ପେନ ମଧ୍ୟରେ ପୁରୁଷ ହକି ବିଶ୍ୱକପ୍‌ ୨୦୨୩ର ପ୍ରଥମ ମ୍ୟାଚ ହେବାକୁ ଯାଉଛି। ଏନେଇ ସମସ୍ତଙ୍କ ନଜର ରହିଛି ୨ ଓଡ଼ିଆ ଖେଳାଳିଙ୍କ ପ୍ରଦର୍ଶନ ଉପରେ ରହିଛି। ଉପଅଧିନାୟକ ଭାବେ ଭାରତୀୟ ହକି ଟିମ୍‌ରେ ଓଡ଼ିଆ ଖେଳାଳି ଅମିତ୍ ରୋହିଦାସ ସ୍ଥାନ ପାଇଛନ୍ତି।

ସୂଚନାଥାଉକି, ଟୋକିଓ ଅଲମ୍ପିକ୍ସ ସମୟରେ ସେ ବହୁତ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ଶୁକ୍ରବାର ପୁରୁଷ ହକି ୱାର୍ଲ୍ଡକପ୍‌ର ପ୍ରଥମ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବା ସହିତ ଭାରତକୁ ଚାମ୍ପିଅନ କରିବେ ବୋଲି ଅମିତଙ୍କ କୋଚ୍‌ ବିଜୟ ଲାକ୍ରା ଆଶା ରଖିଛନ୍ତି।

   Related Posts