ଆମେରିକାରେ ଭାରତୀୟ ଇଂଜିନିୟରଙ୍କ ହତ୍ୟା ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡ
5/05/2018 at 10:21 AM

କାନ୍ ସାସ୍ ଗୁଳିକାଣ୍ଡର ରାୟ…ଭାରତୀୟ ଇଂଜିନିୟରଙ୍କ ହତ୍ୟାକାରୀକୁ ଆଜୀବନ ଜେଲ୍ …ଗତବର୍ଷ ଫେବୃଆରୀ ୨୨ ତାରିଖରେ କାନ୍ ସାସ୍ ସହରର ଏକ ବାରରେ ଶ୍ରୀନିବାସଙ୍କୁ ହତ୍ୟା କରିଥିଲା ଆମେରିକା ନୌସେନାର ପୂର୍ବତନ ଅଧିକାରୀ ଆଦମ…
ଶ୍ରୀନିବାସଙ୍କ ବିଧବା ପତ୍ନୀଙ୍କ ପ୍ରତିକ୍ରିୟା, ଜଣେ ଲୋକ ଯୋଗୁଁ ଭାଙ୍ଗିଗଲା ଆମ ସ୍ବପ୍ନ, ଆଉ ନହେଉ ହେଟ୍ କ୍ରାଇମ୍ ….
Related Posts
ଇନ୍ଦୋର ମନ୍ଦିର ଦୁର୍ଘଟଣା: ମୃତକଙ୍କ ସଂଖ୍ୟା ୩୫କୁ ବୃଦ୍ଧି
31 March 2023