ଲାଇଭ୍ ମ୍ୟାଚ୍ରେ ଶୁବମନ୍ଙ୍କୁ ବିବାହ ପ୍ରସ୍ତାବ ଦେଲେ ଯୁବତୀ, ଫଟୋ ଭାଇରାଲ
ମୁମ୍ଵାଇ ୧୦।୦୬: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି।ଟିମ୍ ଇଣ୍ଡିଆକୁ ଚିଅର ଅପ୍ କରିବାକୁ ସମସ୍ତ ଛୋଟ ବଡ ସେଲିବ୍ରେଟି ଲଣ୍ଡନ୍ରେ ପହଞ୍ଚିଛନ୍ତି। ଏହି ସମୟରେ ହଜାର ହଜାର ପ୍ରଶଂସକଙ୍କ ମଧ୍ୟରୁ ଜଣେ ଏମିତି କିଛି କରିଥିଲେ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଫଟୋ ଭାଇରାଲ୍ ହେବାରେ ଲାଗିଛି। Proposal for Shubman Gill at the Oval. pic.twitter.com/76hpNoPlbi … Continue reading ଲାଇଭ୍ ମ୍ୟାଚ୍ରେ ଶୁବମନ୍ଙ୍କୁ ବିବାହ ପ୍ରସ୍ତାବ ଦେଲେ ଯୁବତୀ, ଫଟୋ ଭାଇରାଲ
Copy and paste this URL into your WordPress site to embed
Copy and paste this code into your site to embed