ଆମେରିକାରୁ ଆସିଲା SIG ସୌୟର-ରାଇଫଲ : ସୀମାରେ ଆତଙ୍କବାଦୀଙ୍କୁ ଦେବ ଚେକ୍

Published By : Prameya-News7 Bureau | December 11, 2019 IST

ନୂଆଦିଲ୍ଲୀ ୧୧।୧୨: ଆମେରିକାରୁ ଆସିଲା ଅତ୍ୟାଧୁନିକ SIG ସୌୟର-ରାଇଫଲ ।  ଜମ୍ମୁ ଓ କାଶ୍ମୀର ଉପତ୍ୟକାରେ ଚାଲିଥିବା ଆତଙ୍କାବାଦୀ ନିରୋଧୀ ଲଢେଇ  ଓ LoCରେ  ଭାରତକୁ ଅନୁପ୍ରେବଶକାରୀଙ୍କ ରୋକିବାରେ ଭାରତୀୟ ସେନା ହାତରେ ଏହା ଏକ ବଡ ଅସ୍ତ୍ର ହେବ ।  

wp:core-embed/twitter {"url":"https://twitter.com/ANI/status/1204601617988780032","type":"rich","providerNameSlug":"twitter","className":""}
https://twitter.com/ANI/status/1204601617988780032
/wp:core-embed/twitter

ସୂଚନାଯୋଗ୍ୟ ଯେ, SIG ସୌର-ରାଇଫଲ ରାଇଫଲ ବିଶେଷ କରି ଆତଙ୍କବାଦୀ ନିରୋଧୀ ଲଢେଇରେ ବ୍ୟବହାର କରାଯିବା ବୋଲି ଅନୁମାନ କରାଯାଉଛି । କାଶ୍ମୀରେ ଉପତ୍ୟାକା ଏବଂ LoCରେ ପାକିସ୍ତାନୀ ଅନୁପ୍ରବେଶ ରୋକିବା ସହ ଶତ୍ରୁପକ୍ଷକୁ କଡା ଯବାବ ଦେବା ପାଇଁ ଭାରତୀୟ ସେନା ଏହି ରାଇଫଲ ବ୍ୟବହାର କରିବ ।ଏଥିପାଇଁ ଆମେରିକାକୁ ୭୨ ହଜାରର ରାଇଫଲ ଅର୍ଡର ଦେଇଛି ଭାରତ । ବର୍ତ୍ତମାନ ଭାରତକୁ ୧୦ ହଜାର  ରାଇଫଲ ମିଳିଛି । ଯାହାକୁ LoCରେ ମୁତୟନ ଥିବା ଯବାନ ମାନଙ୍କୁ ହସ୍ତାନର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.