oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଆମେରିକାରୁ ଆସିଲା SIG ସୌୟର-ରାଇଫଲ : ସୀମାରେ ଆତଙ୍କବାଦୀଙ୍କୁ ଦେବ ଚେକ୍

11/12/2019 at 12:41 PM

ନୂଆଦିଲ୍ଲୀ ୧୧।୧୨: ଆମେରିକାରୁ ଆସିଲା ଅତ୍ୟାଧୁନିକ SIG ସୌୟର-ରାଇଫଲ ।  ଜମ୍ମୁ ଓ କାଶ୍ମୀର ଉପତ୍ୟକାରେ ଚାଲିଥିବା ଆତଙ୍କାବାଦୀ ନିରୋଧୀ ଲଢେଇ  ଓ LoCରେ  ଭାରତକୁ ଅନୁପ୍ରେବଶକାରୀଙ୍କ ରୋକିବାରେ ଭାରତୀୟ ସେନା ହାତରେ ଏହା ଏକ ବଡ ଅସ୍ତ୍ର ହେବ ।  

ସୂଚନାଯୋଗ୍ୟ ଯେ, SIG ସୌର-ରାଇଫଲ ରାଇଫଲ ବିଶେଷ କରି ଆତଙ୍କବାଦୀ ନିରୋଧୀ ଲଢେଇରେ ବ୍ୟବହାର କରାଯିବା ବୋଲି ଅନୁମାନ କରାଯାଉଛି । କାଶ୍ମୀରେ ଉପତ୍ୟାକା ଏବଂ LoCରେ ପାକିସ୍ତାନୀ ଅନୁପ୍ରବେଶ ରୋକିବା ସହ ଶତ୍ରୁପକ୍ଷକୁ କଡା ଯବାବ ଦେବା ପାଇଁ ଭାରତୀୟ ସେନା ଏହି ରାଇଫଲ ବ୍ୟବହାର କରିବ ।ଏଥିପାଇଁ ଆମେରିକାକୁ ୭୨ ହଜାରର ରାଇଫଲ ଅର୍ଡର ଦେଇଛି ଭାରତ । ବର୍ତ୍ତମାନ ଭାରତକୁ ୧୦ ହଜାର  ରାଇଫଲ ମିଳିଛି । ଯାହାକୁ LoCରେ ମୁତୟନ ଥିବା ଯବାନ ମାନଙ୍କୁ ହସ୍ତାନର କରାଯାଇଛି ।

   Related Posts