scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

5/06/2018 at 7:24 AM

ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ
ଗୁଜରାଟ କଚ୍ଛରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବାୟୁସେନାର ଜାଗୁଆର ବିମାନ
ବିମାନଟି ଉଡାଣ ଭରିବାର କିଛି ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି
ବିମାନର ପାଇଲଟ ନିଖୋଜ ଥିବା ଜଣାପଡିଛି
ଘଟଣାସ୍ଥଳରେ ବାୟୁସେନା ଅଧିକାରୀ ପହଂଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି

Leave a Reply

   Related Posts