suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଏହି ମଡେଲଙ୍କ ସହ ଲଣ୍ଡନରେ ଛୁଟି କାଟୁଛନ୍ତି ସୁରଜ ପଞ୍ଚୋଲି, ମଡେଲ ବେଶ୍ ହଟ୍

20/07/2019 at 12:23 PM

ମୁମ୍ବାଇ୨୦|୭: ବଲିଉଡ ଅଭିନେତା ସୁରଜ ପଞ୍ଚୋଲି ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁସାରେ ସୁରଜ ନିଜ ପ୍ରେମିକା ଲରିସା ବୋନେସିଙ୍କ ସହ ଲଣ୍ଡନରେ ଛୁଟି କାଟୁଛନ୍ତି। ଗତ ୩ ବର୍ଷରୁ ସୁରଜ ଲରିସାଙ୍କୁ ଡେଟ କରୁଛନ୍ତି। ଉଭୟ ପବ୍ଲିକ୍ରେ ନିଜ ରିଲେସନଶିପ୍ ବିଷୟରେ ସ୍ବୀକାର ମଧ୍ୟ କରିଛନ୍ତି।


ଲରିସା ଜଣେ ବ୍ରାଜିଲିୟାନ ମଡେଲ ଓ ଅଭିନେତ୍ରୀ। ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି। ଲରିସାଙ୍କ ଇନ୍ଷ୍ଟା ଆକାଉଣ୍ଟ ତାଙ୍କ ହଟ୍ ଫଟୋରେ ଭରପୁର । ଏହି ମଡେଲଙ୍କ ଫଟୋ ଅନେକ ଦର୍ଶକଙ୍କ ମଧ୍ୟରେ ନିଆଁ ଲଗାଏ। ବିକିନିରେ ବହୁତ ବୋଲ୍ଡ ଓ ହଟ୍ ଲାଗନ୍ତି ଅଭିନେତ୍ରୀ ଲରିସା। “ହିରୋ” ଫିଲ୍ମରେ ଡେବ୍ୟୁ କରି ସୁରଜ ବଲିଉଡରେ ପାଦ ଦେଇଥିଲେ।


ଫିଲ୍ମ ରିଲିଜ ହେବାର କିଛି ବର୍ଷ ପରେ ସୁରଜ ଓ ଲରିସା ରିଲେସନଶିପ୍ରେ ଆସିଥିଲେ। “ହିରୋ” ଫିଲ୍ମରେ ସୁରଜଙ୍କ ସହ ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ଶେଟ୍ଟୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଆଥିୟାଙ୍କର ମଧ୍ୟ ଏହି ଫିଲ୍ମ ବଲିଉଡର ପ୍ରଥମ ଫିଲ୍ମ ଥିଲା। “ହିରୋ” ଫିଲ୍ମ ବକ୍ସଅଫିସ୍ରେ କିଛି ଖାସ ଆୟ କରିପାରିନଥିଲା। ତେବେ “ହିରୋ” ପରେ ଏବେ ସୁରଜ “ଟାଇମ୍ ଟୁ ଡାନ୍ସ” ଫିଲ୍ମରେ ନଜର ଆସିବେ।

   Related Posts